୧୧-୧୭ ଅକ୍ଟୋବର
ଯିହୋଶୂୟ ୧୦-୧୧
ଗୀତ ୯୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଯିହୋ ୧୦:୧୩—ଏହା ଜାଣିବା ଆମକୁ କାହିଁକି ଦରକାର ନାହିଁ ଯେ “ଯାଶେର୍ ପୁସ୍ତକରେ” କʼଣ ଲେଖା ଅଛି ? (ପ୍ର୦୯-ହି ୩/୧୫ ପୃ ୩୨ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଯିହୋ ୧୦:୧-୧୫ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ଭାଇଭଉଣୀଙ୍କ ସାହାଯ୍ୟ ନିଅନ୍ତୁ”: (୧୦ ମି.) ଆଲୋଚନା; ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ଯିହୋବାଙ୍କ ସାହାଯ୍ୟ ନିଅନ୍ତୁ—ଆମ ଭାଇଭଉଣୀ ନାମକ ଭିଡିଓ ଦେଖାନ୍ତୁ ।
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୧ ପଏଣ୍ଟ ନଂ. ୪ (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୭ ପ୍ରଶ୍ନ ୪-୫ ପୃ ୧୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୭ ଏବଂ ପ୍ରାର୍ଥନା