ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ କଥା ମାନନ୍ତୁ
କାଲେବ ଆରମ୍ଭରେ ହିଁ ଯିହୋବାଙ୍କ କଥା ପୂର୍ଣ୍ଣ ହୃଦୟର ସହ ମାନିଲେ (ଯିହୋ ୧୪:୭, ୮)
କାଲେବ ବୃଦ୍ଧ ସମୟରେ ମଧ୍ୟ ଯିହୋବାଙ୍କ ଉପରେ ଭରସା ରଖିଲେ ଯେ କଠିନ କାମ କରିବା ପାଇଁ ସେ ତାଙ୍କୁ ସାହାଯ୍ୟ କରିବେ (ଯିହୋ ୧୪:୧୦-୧୨; ପ୍ର୦୪-ହି ୧୨/୧ ପୃ ୧୨ ¶୨)
ଯିହୋବାଙ୍କ କଥା ପୂର୍ଣ୍ଣ ହୃଦୟର ସହ ମାନିବା ଦ୍ୱାରା କାଲେବଙ୍କୁ ଆଶିଷ ମିଳିଲା (ଯିହୋ ୧୪:୧୩, ୧୪; ପ୍ର୦୬-ହି ୧୦/୧ ପୃ ୧୮ ¶୧୧)
ଏହା ଦେଖି କାଲେବଙ୍କ ବିଶ୍ୱାସ ମଜବୁତ ହୁଏ ଯେ ଯିହୋବା କିପରି ତାଙ୍କୁ ସାହାଯ୍ୟ କରୁଛନ୍ତି । ଆମେ ଯେତେବେଳେ ଦେଖୁ ଯେ ଯିହୋବା କିପରି ଆମ ପ୍ରାର୍ଥନାର ଉତ୍ତର ଦିଅନ୍ତି ଓ ଆମକୁ ସଠିକ୍ ରାସ୍ତା ଦେଖାନ୍ତି, ସେତେବେଳେ ଆମର ମନୋଭାବ ମଧ୍ୟ ମଜବୁତ୍ ହୁଏ ଓ ଆମେ ଯିହୋବାଙ୍କ ସେବା କରିବା ଜାରି ରଖୁ ।—୧ଯୋହ ୫:୧୪, ୧୫.