୨୦-୨୬ ସେପ୍ଟେମ୍ବର
ଯିହୋଶୂୟ ୩-୫
ଗୀତ ୬୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ବିଶ୍ୱାସର ସହ କାମ କରନ୍ତୁ, ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଯିହୋ ୫:୧୪, ୧୫—ଆମେ ‘ଯିହୋବାଙ୍କ ସୈନ୍ୟର ସେନାପତି’ ବୋଲି କାହାକୁ ମାନିଥାଉ ? (ପ୍ର୦୪-ହି ୧୨/୧ ପୃ ୯ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଯିହୋ ୩:୧-୧୩ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ଅନୁସନ୍ଧାନର ଉପକରଣ ବ୍ୟବହାର କରନ୍ତୁ”: (୧୦ ମି.) ଆଲୋଚନା; ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ଯିହୋବାଙ୍କ ସାହାଯ୍ୟ ନିଅନ୍ତୁ—ଅନୁସନ୍ଧାନର ଉପକରଣ ନାମକ ଭିଡିଓ ଦେଖାନ୍ତୁ ।
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୧ ¶୧ ଏବଂ ପଏଣ୍ଟ ନଂ. ୧-୨ (ଶିଖାଇବା ଅଧ୍ୟୟନ ୧୫)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୬, ପ୍ରଶ୍ନ ୧-୨, ପୃ ୧୨
ଶେଷ ଟିପ୍ପଣୀ (୩ ମି.)
ଗୀତ ୯୭ ଏବଂ ପ୍ରାର୍ଥନା