ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ବିଶ୍ୱାସର ସହ କାମ କରନ୍ତୁ, ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ
ଯିହୋବା ଯାହା କହନ୍ତି ତାହା ହୁଏତ ଆମ ମଣିଷମାନଙ୍କୁ ସଠିକ୍ ଲାଗି ନ ପାରେ (ଯିହୋ ୩:୧୨, ୧୩; ଇନସାଇଟ୍-୨ ପୃ ୧୦୫; ବାହାରେ ଥିବା ଚିତ୍ର ଦେଖନ୍ତୁ)
ଦାୟିତ୍ୱ ତୁଲାଉଥିବା ଭାଇମାନେ ପରାମର୍ଶଗୁଡ଼ିକ ମାନିବାରେ ଭଲ ଉଦାହରଣ ରଖିବା ଉଚିତ୍ (ଯିହୋ ୩:୧୪; ପ୍ର୧୩-ହି ୯/୧୫ ପୃ ୧୬ ¶୧୭)
ଯେବେ ଆମେ ଯିହୋବାଙ୍କ ଆଜ୍ଞା ମାନି ପଦକ୍ଷେପ ନେଉ, ସେତେବେଳେ ସେ ଆଶିଷ ଦିଅନ୍ତି (ଯିହୋ ୩:୧୫-୧୭; ପ୍ର୧୩-ହି ୯/୧୫ ପୃ ୧୬ ¶୧୮)
ଯଦି ଆମେ ଦୁର୍ବଳ ସ୍ୱାସ୍ଥ୍ୟ କିମ୍ବା କଠିନ ସମସ୍ୟା ସତ୍ତ୍ୱେ ନିଜେ ଆଗକୁ ଆସି ପ୍ରଚାର କରୁ, ତେବେ ଯିହୋବା ଆମକୁ ଆଶିଷ ଦେବେ ।