୨୫-୩୧ ଅକ୍ଟୋବର
ଯିହୋଶୂୟ ୧୫–୧୭
ଗୀତ ୧୪୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ବହୁମୂଲ୍ୟ ରତ୍ନ: (୧୦ ମି.)
ଯିହୋ ୧୭:୧୫, ୧୮—ଆମେ କିପରି ଜାଣୁ ଯେ ପ୍ରାଚୀନ ସମୟରେ ଇସ୍ରାଏଲ ଦେଶରେ ଘଞ୍ଚ ଜଙ୍ଗଲ ଥିଲା ? (ପ୍ର୧୫-ହି ୭/୧୫ ପୃ ୩୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଯିହୋ ୧୫:୧-୧୨ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ଘରମାଲିକଙ୍କୁ ଆମ ସଭାଗୁଡ଼ିକରେ ଆସିବା ପାଇଁ ନିମନ୍ତ୍ରଣ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୯)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୪)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୧ ପଏଣ୍ଟ ନଂ. ୬ ଏବଂ “କିଛି ଲୋକ କହନ୍ତି” (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଖୁସିର ଖବର ଶୁଣାନ୍ତୁ ନୂଆ ଦୁନିଆ ପାଖେଇ ଆସୁଛି !” (୧୫ ମି.) ଆଲୋଚନା; ନୂଆ ଦୁନିଆ ହେବ ନାମକ ଭିଡିଓର ପ୍ରସାରଣ ଗୀତ ଦେଖାନ୍ତୁ
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୮, ପ୍ରଶ୍ନ ୪-୫, ପୃ ୧୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୭ ଏବଂ ପ୍ରାର୍ଥନା