୨୭ ସେପ୍ଟେମ୍ବର–୩ ଅକ୍ଟୋବର
ଯିହୋଶୂୟ ୬-୭
ଗୀତ ୧୪୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
‘ବେକାରିଆ ଜିନିଷଗୁଡ଼ିକଠାରୁ ଦୂରେଇ ରହନ୍ତୁ’: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଯିହୋ ୬:୨୦—ପ୍ରାଚୀନ ଯିରୀହୋ ସହରକୁ ଘେରାବନ୍ଦୀ ନ କରି ମଧ୍ୟ, ତାକୁ ଜୟ କରାଯାଇଥିଲା ଏହାର କʼଣ ପ୍ରମାଣ ଅଛି ? (ପ୍ର୧୫-ହି ୧୧/୧୫ ପୃ ୧୩ ¶୨-୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଯିହୋ ୬:୧-୧୪ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) (ଶିଖାଇବା ଅଧ୍ୟୟନ ୯)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୧ ପଏଣ୍ଟ ନଂ. ୩ (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସଂଗଠନକୁ ମିଳିଥିବା ସଫଳତା: (୫ ମି.) ସେପ୍ଟେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ଜାଣିଶୁଣି ଆଜ୍ଞା ନ ମାନିବାର ପରିଣାମ ଖରାପ ହୋଇଥାଏ : (୧୦ ମି.) ଆଲୋଚନା; ‘ଗୋଟିଏ ମଧ୍ୟ ପ୍ରତିଜ୍ଞା ପୂରଣ ନ ହୋଇ ରହିନି’—ଉଦ୍ଧୃତାଂଶ ନାମକ ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଯିହୋବା ଯିରୀହୋ ସହରର ବିନାଶ ବିଷୟରେ କʼଣ କʼଣ ଆଜ୍ଞା ଦେଇଥିଲେ ? ଆଖାନ୍ ଓ ତାʼପରିବାର କʼଣ କଲା ? ସେମାନେ ଏପରି କାହିଁକି କଲେ ? ଏହି ଘଟଣାରୁ ଆମକୁ କʼଣ କʼଣ ଶିକ୍ଷା ମିଳେ ? ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ଯେ ଭିଡିଓକୁ ପୂରା ଦେଖନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୬, ପ୍ରଶ୍ନ ୩-୫, ପୃ ୧୩
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୩୯ ଏବଂ ପ୍ରାର୍ଥନା