୬-୧୨ ସେପ୍ଟେମ୍ବର
ଦ୍ୱିତୀୟ ବିବରଣ ୩୩-୩୪
ଗୀତ ୧୫୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କ ବାହୁରେ ସୁରକ୍ଷିତ ରହନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୩୪:୬—କେଉଁ କାରଣ ଯୋଗୁଁ ଯିହୋବା ଏ କଥା ଜଣାଇଲେ ନାହିଁ ଯେ ମୋଶାଙ୍କୁ କେଉଁଠି କବର ଦିଆଯାଇଛି ? (ଇନସାଇଟ୍-୨ ପୃ ୪୩୯ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୩୩:୧-୧୭ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ବାଇବଲ—୨ତୀମ ୩:୧୬, ୧୭ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପ୍ରଥମ ସାକ୍ଷାତ: (୫ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଏବଂ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“‘ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !’ ପ୍ରକାଶନରୁ ଶିଖାନ୍ତୁ”: (୧୫ ମି.) ଆଲୋଚନା; ଆସନ୍ତୁ ବାଇବଲରୁ ଶିଖିବା ନାମକ ଭିଡିଓ ଦେଖାନ୍ତୁ । ଯଦି ସମୟ ଥାଏ, ଏହି ନୂଆ ପୁସ୍ତିକା ବିଷୟରେ କୁହନ୍ତୁ । ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ଯେ ସେମାନେ ଯେପରି ଏହି ନୂଆ ପୁସ୍ତିକାକୁ ବ୍ୟକ୍ତିଗତ ଅଧ୍ୟୟନ କିମ୍ବା ପାରିବାରିକ ଉପାସନାରେ ସାମିଲ୍ କରିବେ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୫, ପ୍ରଶ୍ନ ୧-୩, ପୃ ୧୦-୧୧
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୪୫ ଏବଂ ପ୍ରାର୍ଥନା