इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

କଥାବାର୍ତ୍ତା କିପରି କରିବା ?

କଥାବାର୍ତ୍ତା କିପରି କରିବା ?

ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଅଭିଯାନ (୧-୩୦ ସେପ୍ଟେମ୍ବର)

ପ୍ରଶ୍ନ: କʼଣ ଆମେ ସବୁଦିନ ପାଇଁ ଜୀଇଁପାରିବା ?

ପଦ: ଗୀତ ୩୭:୨୯

ଆର ଥରକୁ: ଆମକୁ ପ୍ରକୃତ ଖୁସି କେଉଁଠୁ ମିଳିପାରିବ ?

ପ୍ରଥମ ସାକ୍ଷାତ

ପ୍ରଶ୍ନ: ଆମକୁ ଭଲ ପରାମର୍ଶ କେଉଁଠୁ ମିଳିପାରିବ ଯାହା ଆମ ପ୍ରତିଦିନର କାମରେ ଆସିବ ?

ପଦ: ୨ତୀମ ୩:୧୬, ୧୭

ଆର ଥରକୁ: ଆମକୁ ପ୍ରତିଦିନ କିପରି ଜୀଇଁବା ଉଚିତ୍‌, କʼଣ ଏବିଷୟରେ କୌଣସି ବହି ଅଛି ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

ପୁନଃସାକ୍ଷାତ

ପ୍ରଶ୍ନ: ଆମକୁ ପ୍ରତିଦିନ କିପରି ଜୀଇଁବା ଉଚିତ୍‌, କʼଣ ଏବିଷୟରେ କୌଣସି ବହି ଅଛି ?

ପଦ: ଯିଶା ୪୮:୧୭, ୧୮

ଆର ଥରକୁ: ଆପଣ କାହାଠାରୁ ପରାମର୍ଶ ନିଅନ୍ତି ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: