୧୦-୧୬ ଅକ୍ଟୋବର
୧ ରାଜାବଳୀ ୧୯-୨୦
ଗୀତ ୩୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସାହସ ପାଇବା ପାଇଁ ଯିହୋବାଙ୍କ ପାଖକୁ ଯାʼନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ରାଜା ୧୯:୧୯-୨୧—ଯେବେ ଆମକୁ ଯିହୋବାଙ୍କ ସେବା ସହ ଜଡ଼ିତ କୌଣସି ନୂଆ ଦାୟିତ୍ୱ ଦିଆଯାଏ, ତେବେ ଏହି ଘଟଣାରୁ ଆମେ କʼଣ ଶିଖୁ ? (ପ୍ର୯୭-ହି ୧୧/୧ ପୃ ୩୧ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ରାଜା ୧୯:୧-୧୪ (ଶିଖାଇବା ଅଧ୍ୟୟନ ୧୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପୁନଃସାକ୍ଷାତ: ଭଲ ପରାମର୍ଶ—ଯିଶା ୪୮:୧୭, ୧୮ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପୁନଃସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୧୮)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୭ ପଏଣ୍ଟ ନଂ. ୭ ଏବଂ କିଛି ଲୋକ କହନ୍ତି (ଶିଖାଇବା ଅଧ୍ୟୟନ ୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସଠିକ୍ ଦୃଷ୍ଟିକୋଣ ବଜାୟ ରଖନ୍ତୁ: (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ସଠିକ୍ ଦୃଷ୍ଟିକୋଣ ବଜାୟ ରଖିବା ପାଇଁ ଆମେ ବାଇବଲର କେଉଁ ସିଦ୍ଧାନ୍ତ ମନେ ରଖିପାରିବା ? ଯିହୋବା ଏଲୀୟଙ୍କ ସାହସ କିପରି ବାନ୍ଧିଲେ ? ଯିହୋବା କିପରି ଆମକୁ ସାହସ ଦିଅନ୍ତି ଏବଂ ଆମର ଯତ୍ନ ନିଅନ୍ତି ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୨୨
ଶେଷ ଟିପ୍ପଣୀ (୩ ମି.)
ଗୀତ ୫୭ ଏବଂ ପ୍ରାର୍ଥନା