୧୭-୨୩ ଅକ୍ଟୋବର
୧ ରାଜାବଳୀ ୨୧-୨୨
ଗୀତ ୧୩୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ନିଜ ଅଧୀନରେ ରହୁଥିବା ଲୋକଙ୍କ ସହ ଯେପରି ଭାବେ ବ୍ୟବହାର କରନ୍ତି, ସେଥିରୁ ଶିଖନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ରାଜା ୨୧:୨୭-୨୯—କିପରି ଜଣାପଡ଼େ ଯେ ଆହାବର ଏହି ପଶ୍ଚାତାପ ହୃଦୟରୁ ନ ଥିଲା ? ପ୍ର୨୧.୧୦-ହି ପୃ ୩ ¶୪-୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ରାଜା ୨୨:୨୪-୩୮ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୪)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୬)
ଭାଷଣ: (୫ ମି.) ପ୍ର୧୫-ହି ୩/୧୫ ପୃ ୯-୧୧ ¶୧୦-୧୨—ବିଷୟବସ୍ତୁ: ନାବୋତର ବିଶ୍ୱସ୍ତତାରୁ ଆମେ କʼଣ ଶିଖୁ ? (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରେମ ଧୈର୍ଯ୍ୟ ରଖେ ଏବଂ କୃପା କରେ: (୧୦ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଭାଇ ଆଲେକଜାଣ୍ଡ୍ରୁ ନିଜ ସ୍ତ୍ରୀ ସହ ଧୈର୍ଯ୍ୟ ଓ କୃପାର ସହିତ କିପରି ବ୍ୟବହାର କଲେ ? ଶେଷରେ ଭଉଣୀ ଡୋରନା କେଉଁ କାରଣ ଯୋଗୁଁ ସତ୍ୟକୁ ଆପଣାଇଲେ ? ଏହି ଅନୁଭୂତିରୁ ଆମେ କʼଣ ଶିଖୁ ?
ମଣ୍ଡଳୀର ଆବଶ୍ୟକତା: (୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୨୩
ଶେଷ ଟିପ୍ପଣୀ (୩ ମି.)
ଗୀତ ୫୦ ଏବଂ ପ୍ରାର୍ଥନା