इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ନିଜ ଅଧୀନରେ ରହୁଥିବା ଲୋକଙ୍କ ସହ ଯେପରି ଭାବେ ବ୍ୟବହାର କରନ୍ତି, ସେଥିରୁ ଶିଖନ୍ତୁ

ଯିହୋବା ନିଜ ଅଧୀନରେ ରହୁଥିବା ଲୋକଙ୍କ ସହ ଯେପରି ଭାବେ ବ୍ୟବହାର କରନ୍ତି, ସେଥିରୁ ଶିଖନ୍ତୁ

ଯିହୋବାଙ୍କ ପାଖରେ ଯେତେ ଅଧିକାର ଅଛି ଆଉ କାହାରି ପାଖରେ ନାହିଁ (୧ରାଜା ୨୨:୧୯; ଯିହୋବାଙ୍କ ନିକଟବର୍ତ୍ତୀ ପୃ ୫୯ ¶୫)

ଯିହୋବା ତାଙ୍କ ଅଧୀନରେ ରହୁଥିବା ଲୋକଙ୍କୁ ସମ୍ମାନ ଦିଅନ୍ତି (୧ରାଜା ୨୨:୨୦-୨୨; ପ୍ର୨୧.୦୨-ହି ପୃ ୪ ¶୯)

ଯିହୋବା ଜଣେ ସ୍ୱର୍ଗଦୂତର କାମ ଉପରେ ଆଶିଷ ଦେଲେ (୧ରାଜା ୨୨:୨୩; ଇନସାଇଟ୍‌-୨ ପୃ ୨୪୫)

ଯିହୋବା ତାଙ୍କ ଅଧୀନରେ ରହୁଥିବା ଲୋକଙ୍କ ସହ ଯେପରି ବ୍ୟବହାର କରନ୍ତି, ସେଥିରୁ ବିଶେଷ କରି ପ୍ରାଚୀନ ଓ ପରିବାରର ମୁଖିଆ ବହୁତ କିଛି ଶିଖିପାରନ୍ତି । (ଏଫି ୬:୪; ୧ପିତ ୩:୭; ୫:୨, ୩) ଯେତେବେଳେ ସେମାନେ ମଧ୍ୟ ଯିହୋବାଙ୍କ ଭଳି ବ୍ୟବହାର କରନ୍ତି, ସେତେବେଳେ ସେମାନଙ୍କ ଅଧୀନରେ ରହୁଥିବା ଲୋକମାନେ ଖୁସିରେ ରହନ୍ତି ।