୧୯-୨୫ ସେପ୍ଟେମ୍ବର
୧ ରାଜାବଳୀ ୧୩-୧୪
ଗୀତ ୨୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସନ୍ତୁଷ୍ଟ କାହିଁକି ରହିବା ଏବଂ ନିଜ ସୀମା ଭିତରେ କାହିଁକି ରହିବା ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ରାଜା ୧୪:୧୩—ଏହି ପଦରୁ ଆମକୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ ? (ପ୍ର୧୧-ହି ୧/୧ ପୃ ୨୧ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ରାଜା ୧୩:୧-୧୦ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ “ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଅଭିଯାନ” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୭)
ପୁନଃସାକ୍ଷାତ: (୪ ମି.) ଜଣେ ବ୍ୟକ୍ତିଙ୍କ ସହ ଅନେକ ଥର ପୁନଃସାକ୍ଷାତ କରିଛନ୍ତି ଏବଂ ସେ ଆହୁରି ଅଧିକ ଜାଣିବାକୁ ଚାହାନ୍ତି । ତାଙ୍କ ସହ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାର ପାଠ ୦୧ରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୭ ପଏଣ୍ଟ ନଂ. ୫ (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଅଭାବ ଅସୁବିଧା ସତ୍ତ୍ୱେ ହାର ନ ମାନିବା”: (୧୫ ମି.) ଆଲୋଚନା; ଏପରି ଘର ତିଆରି କରନ୍ତୁ ଯାହା ଭାଙ୍ଗିବ ନାହିଁ—‘ଆପଣଙ୍କ ପାଖରେ ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ’ ରହନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୧୯ ପଏଣ୍ଟ ନଂ. ୫-୬ ଏବଂ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ
ଶେଷ ଟିପ୍ପଣୀ (୩ ମି.)
ଗୀତ ୫୬ ଏବଂ ପ୍ରାର୍ଥନା