ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ତମ ପୁଅକୁ କୋଳରେ ଉଠାଇ ନିଅ
ଶୁନେମରେ ରହୁଥିବା ଜଣେ ସ୍ତ୍ରୀ ଇଲୀଶାୟଙ୍କ ବହୁତ ଭଲଭାବେ ଅତିଥି ସତ୍କାର କଲେ (୨ରାଜା ୪:୮-୧୦)
ଯିହୋବା ସେ ସ୍ତ୍ରୀ ଉପରେ ଖୁସି ହେଲେ ଏବଂ ତାକୁ ଗୋଟିଏ ପୁଅ ଦେଲେ (୨ରାଜା ୪:୧୬, ୧୭; ପ୍ର୧୭.୧୨-ହି ପୃ ୪ ¶୭)
ଯିହୋବା ଇଲୀଶାୟଙ୍କ ଜରିଆରେ ସେହି ସ୍ତ୍ରୀର ପୁଅକୁ ପୁଣିଥରେ ଜୀବିତ କଲେ (୨ରାଜା ୪:୩୨-୩୭; ପ୍ର୧୭.୧୨-ହି ପୃ ୫ ¶୮)
ଯଦି ଆପଣଙ୍କ ପିଲାର ମୃତ୍ୟୁ ହୋଇଯାଇଛି, ତେବେ ହୁଏତ ଆପଣଙ୍କୁ ଏହି ଦୁଃଖକୁ ସହିବା ବହୁତ କଷ୍ଟ ହେଉଥିବ । କିନ୍ତୁ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କ ଦୁଃଖକୁ ଭଲଭାବେ ବୁଝନ୍ତି । ଖୁବ୍ ଶୀଘ୍ର ସେ ଆପଣଙ୍କ ପିଲାକୁ ପୁଣିଥରେ ଜୀବିତ କରିବେ । (ଆୟୁ ୧୪:୧୪, ୧୫) ସେହି ସମୟ କେତେ ଖୁସିର ସମୟ ଥିବ !