ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ତମେମାନେ କେବେ ଯାଏ ଦୁଇଟି ମତକୁ ଧରି ରହିବ ?
ଏଲୀୟ ଇସ୍ରାଏଲୀୟମାନଙ୍କୁ କହିଲେ ଯେ ସେମାନେ ଗୋଟିଏ ନିଷ୍ପତ୍ତି ନିଅନ୍ତୁ ଏବଂ ସେଥିରେ ଅଟଳ ରହନ୍ତୁ (୧ରାଜା ୧୮:୨୧; ପ୍ର୧୭.୦୩-ହି ପୃ ୧୪ ¶୬)
ବାଲ୍ କୌଣସି ଅସଲ ଦେବତା ନ ଥିଲା [୧ରାଜା ୧୮:୨୫-୨୯; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୮୮ ¶୧୫]
ଯିହୋବା ଅଦ୍ଭୁତ ଭାବେ ପ୍ରମାଣ ଦେଲେ ଯେ ସେ ହିଁ ସତ୍ୟ ଈଶ୍ୱର ଅଟନ୍ତି [୧ରାଜା ୧୮:୩୬-୩୮; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୯୦ ¶୧୮]
ଏଲୀୟ ଲୋକମାନଙ୍କୁ କହିଲେ ଯେ ସେମାନେ ଯିହୋବାଙ୍କ ଆଜ୍ଞା ପାଳନ କରି ନିଜ ବିଶ୍ୱାସର ପ୍ରମାଣ ଦିଅନ୍ତୁ । (ଦ୍ୱିବି ୧୩:୫-୧୦; ୧ରାଜା ୧୮:୪୦) ଆଜି ଆମେ ମଧ୍ୟ ଯିହୋବାଙ୍କ ଆଜ୍ଞା ଗମ୍ଭୀରତାର ସହ ପାଳନ କରିବା ଉଚିତ୍, ତେବେ ପ୍ରମାଣ ହୋଇଯିବ ଯେ ଆମେ ତାଙ୍କ ଉପରେ ପୂରା ବିଶ୍ୱାସ କରୁ ଏବଂ ତାଙ୍କ ଭକ୍ତି କରୁ ।