इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ବୁଦ୍ଧି ପାଇଁ ତାଙ୍କ ପ୍ରଶଂସା କରନ୍ତୁ

ଯିହୋବାଙ୍କ ବୁଦ୍ଧି ପାଇଁ ତାଙ୍କ ପ୍ରଶଂସା କରନ୍ତୁ

ଯିହୋବା ଶଲୋମନଙ୍କୁ ଅଦ୍ଭୁତ ବୁଦ୍ଧି ଦେଲେ (୧ରାଜା ୧୦:୧-୩; ପ୍ର୯୯-ହି ୭/୧ ପୃ ୩୦ ¶୬)

ଶଲୋମନଙ୍କ ବୁଦ୍ଧି ଦେଖି ଶିବାର ରାଣୀ ଆଶ୍ଚର୍ଯ୍ୟ ହୋଇଗଲେ (୧ରାଜା ୧୦:୪, ୫;ପ୍ର୯୯-ହି ୧୧/୧ ପୃ ୨୦ ¶୬)

ଶିବାର ରାଣୀ ଯିହୋବାଙ୍କ ପ୍ରଶଂସା କଲେ ଯେ ସେ ଶଲୋମନଙ୍କୁ ରାଜା ନିଯୁକ୍ତ କଲେ (୧ରାଜା ୧୦:୬-୯; ପ୍ର୯୯-ହି ୭/୧ ପୃ ୩୦-୩୧)

ଶିବାର ରାଣୀଙ୍କ ଭଳି ଆମେ ମଧ୍ୟ ଯିହୋବାଙ୍କଠାରୁ ମିଳୁଥିବା ବୁଦ୍ଧିକୁ ବହୁମୂଲ୍ୟ ମନେ କରିବା ଉଚିତ୍‌ । କିପରି ? ଗୋଟିଏ ଉପାୟ ହେଉଛି, ଆମେ ଯୀଶୁ ଶିଖାଇ ଥିବା କଥାକୁ ମାନିବା ଏବଂ ତାଙ୍କ ପଦଚିହ୍ନ ଅନୁସାରେ ଚାଲିବା ପାଇଁ ପୂରା ଚେଷ୍ଟା କରିବା । (ମାଥି ୧୨:୪୨; ୧ପିତ ୨:୨୧) ଦ୍ୱିତୀୟ ଉପାୟ ହେଉଛି, ଲୋକମାନଙ୍କୁ ଈଶ୍ୱରଙ୍କ ବୁଦ୍ଧି ବିଷୟରେ କହିବା ।