इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୪-୨୦ ଅକ୍ଟୋବର

ଗୀତସଂହିତା ୯୬-୯୯

୧୪-୨୦ ଅକ୍ଟୋବର

ଗୀତ ୬୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. “ସୁସମାଚାର ପ୍ରଚାର” କରନ୍ତୁ

(୧୦ ମି.)

ଅନ୍ୟମାନଙ୍କୁ ସୁସମାଚାର ପ୍ରଚାର କରନ୍ତୁ (ଗୀତ ୯୬:୨; ପ୍ର୧୧-ଇଂ ୩/୧ ପୃ ୬ ¶୧-୨)

ନ୍ୟାୟର ଦିନରେ ସାରା ଦୁନିଆରେ ନ୍ୟାୟ କରାଯିବ, ଏହି ସୁସମାଚାର ପ୍ରଚାର କରନ୍ତୁ (ଗୀତ ୯୬:୧୨, ୧୩; ପ୍ର୧୨-ଇଂ ୯/୧ ପୃ ୧୬ ¶୧)

ସେମାନଙ୍କୁ ଶିଖାନ୍ତୁ ଯେ ଯିହୋବାଙ୍କ ଉଦ୍ଦେଶ୍ୟ ହେଉଛି ଯେ ତାଙ୍କ ନାମର ମହିମା କରୁଥିବା ଲୋକମାନଙ୍କ ଦ୍ୱାରା ଏହି ପୃଥିବୀ ଭରିଯାଉ (ଗୀତ ୯୯:୧-୩; ପ୍ର୧୨-ହି ୯/୧୫ ପୃ ୧୨ ¶୧୮-୧୯)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୯୬:୧—ଅନେକ ପଦରେ ଯେଉଁ “ନୂତନ ଗୀତ” ବିଷୟରେ କୁହାଯାଇଛି, ତାʼର ଅର୍ଥ କʼଣ ? (ଇନସାଇଟ୍‌-୨ ପୃ ୯୯୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ମନପ୍ରାଣ ଦେଇ ଶିଖାନ୍ତୁ—ଯୀଶୁ କʼଣ କଲେ ?

(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୧୦ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. ମନପ୍ରାଣ ଦେଇ ଶିଖାନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୯

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୭ ଏବଂ ପ୍ରାର୍ଥନା