୨୧-୨୭ ଅକ୍ଟୋବର
ଗୀତସଂହିତା ୧୦୦-୧୦୨
ଗୀତ ୩୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଯିହୋବାଙ୍କ ଅଟଳ ପ୍ରେମ ପାଇଁ କୃତଜ୍ଞ ରହନ୍ତୁ
(୧୦ ମି.)
ଯିହୋବାଙ୍କ ପାଇଁ ନିଜ ପ୍ରେମକୁ ଆହୁରି ଦୃଢ଼ କରନ୍ତୁ (ଗୀତ ୧୦୦:୫; ପ୍ର୨୩.୦୩ ପୃ ୧୨-୧୩ ¶୧୮-୧୯)
ଏପରି କଥାଗୁଡ଼ିକରୁ ଦୂରେଇ ରହନ୍ତୁ ଯାହାଯୋଗୁଁ ଯିହୋବାଙ୍କ ସହ ଆପଣଙ୍କ ବନ୍ଧୁତା ଭାଙ୍ଗିପାରେ (ଗୀତ ୧୦୧:୨, ୩; ପ୍ର୨୩.୦୨ ପୃ ୧୭ ¶୧୦)
ଏପରି ଲୋକମାନଙ୍କଠାରୁ ଦୂରେଇ ରହନ୍ତୁ ଯେଉଁମାନେ ଯିହୋବା ଓ ତାଙ୍କ ସଂଗଠନକୁ ବଦନାମ କରନ୍ତି (ଗୀତ ୧୦୧:୫; ପ୍ର୧୧-ହି ୭/୧୫ ପୃ ୧୬ ¶୭-୮)
ନିଜକୁ ପଚାରନ୍ତୁ: ‘ମୁଁ ଯେପରି ଭାବେ ସୋସିଆଲ୍ ମିଡିଆର ବ୍ୟବହାର କରେ, ସେଥିରୁ କʼଣ ଯିହୋବାଙ୍କ ସହ ମୋ ସମ୍ପର୍କ ଭାଙ୍ଗିପାରେ ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଗୀତ ୧୦୨:୬—ଏହି ଗୀତସଂହିତାର ରଚୟିତା ଏପରି କାହିଁକି କହିଲେ ଯେ ସେ ପାଣିଭେଳା ପକ୍ଷୀ ତୁଲ୍ୟ ? (ଇନସାଇଟ୍-୨ ପୃ ୫୯୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୦୨:୧-୨୮ (ଶିଖାଇବା ଅଧ୍ୟୟନ ୧୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୫ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୪ ମି.) ପ୍ରଦର୍ଶନୀ । ସଜା୧୯.୦୧-ହି ପୃ ୧୧ ¶୫—ବିଷୟ: କʼଣ ବାଇବଲରେ ପରିବର୍ତ୍ତନ କରାଯାଇଛି ? (ଶିଖାଇବା ଅଧ୍ୟୟନ ୮)
ଗୀତ ୧୩୭
୭. ‘ମୋହର ପ୍ରାଣ ତୁମ୍ଭ ପଛେ ଲାଗିରହିବ ଓ ତୁମ୍ଭେ ମୋତେ ଧରି ରଖିବ’
(୧୫ ମି.)
ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ହାନ୍ନା ଅଟଳ ପ୍ରେମ କିପରି ଦେଖାଇଲେ ?
ଆମେ ତାଙ୍କ ଭଳି କିପରି ହୋଇପାରିବା ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୧-ହି ଅଧ୍ୟୟନ ଲେଖା ୫ ¶୧-୬