इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୮ ଅକ୍ଟୋବର–୩ ନଭେମ୍ବର

ଗୀତସଂହିତା ୧୦୩-୧୦୪

୨୮ ଅକ୍ଟୋବର–୩ ନଭେମ୍ବର

ଗୀତ ୩୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. “ଆମ୍ଭେମାନେ ଧୂଳିମାତ୍ର, ଏହା ସେ ସ୍ମରଣ କରନ୍ତି”

(୧୦ ମି.)

କରୁଣାର ଭାବନା ଯୋଗୁଁ ଯିହୋବା ଆମ ସହିତ କଠୋରତାର ସହ ବ୍ୟବହାର କରନ୍ତି ନାହିଁ (ଗୀତ ୧୦୩:୮; ପ୍ର୨୩.୦୭ ପୃ ୨୧ ¶୫)

ଆମ ଦ୍ୱାରା କୌଣସି ଭୁଲ ହେଲେ, ଯିହୋବା ଆମକୁ ପରିତ୍ୟାଗ କରନ୍ତି ନାହିଁ (ଗୀତ ୧୦୩:୯, ୧୦; ପ୍ର୨୩.୦୯ ପୃ ୬-୭ ¶୧୬-୧୮)

ଯିହୋବା ଆମଠାରୁ କେବେ ବି ଏପରି କିଛି ଆଶା କରନ୍ତି ନାହିଁ, ଯାହା ଆମେ କରିପାରିବାନି (ଗୀତ ୧୦୩:୧୪; ପ୍ର୨୩.୦୫ ପୃ ୨୬ ¶୨)

ନିଜକୁ ପଚାରନ୍ତୁ: ‘କʼଣ ମୁଁ ଯିହୋବାଙ୍କ ଭଳି ନିଜ ଜୀବନସାଥୀକୁ ମୃଦୁପଣ ଦେଖାଏ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକ କହିଥିଲେ ଯେ ସେ ବାଇବଲ ଅଧ୍ୟୟନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତାଙ୍କ ସହ ଆସନ୍ତୁ ବାଇବଲରୁ ଶିଖିବା ଭିଡିଓ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)

୬. ଭାଷଣ

(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୬—ବିଷୟ: ସ୍ୱାମୀ ନିଜ ସ୍ତ୍ରୀକୁ ସେପରି ପ୍ରେମ କରିବା ଉଚିତ୍‌ ଯେପରି ସେ ନିଜକୁ କରେ । (ଶିଖାଇବା ଅଧ୍ୟୟନ ୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୪୪

୭. କʼଣ ଆପଣ ନିଜର ସୀମା ଜାଣନ୍ତି ?

(୧୫ ମି.) ଆଲୋଚନା ।

ଯେବେ ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରୁ, ତେବେ ଏଥିରୁ ଯିହୋବା ଖୁସି ହୁଅନ୍ତି ଓ ଆମେ ବି । (ଗୀତ ୭୩:୨୮) କିନ୍ତୁ ଏପରି କରିବା ସମୟରେ ଆମକୁ ନିଜର ସୀମା ଜାଣିବା ଉଚିତ୍‌ । ଯଦି ଆମେ ଏପରି କରିବାନି ତାହେଲେ ଆମେ ଅଯଥା ଚିନ୍ତା କରିବାକୁ ଲାଗିପାରୁ ଓ ନିରାଶ ବି ହୋଇପାରୁ ।

ନିଜଠାରୁ ଅତ୍ୟଧିକ ଆଶା କରନ୍ତୁ ନାହିଁ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯିହୋବା ଆମଠାରୁ କʼଣ ଆଶା କରନ୍ତି ? (ମୀଖା ୬:୮)

  • ନିଜ ଲକ୍ଷ୍ୟ ହାସଲ କରିବା ବିଷୟରେ ଅତ୍ୟଧିକ ଚିନ୍ତା ନ କରିବା ପାଇଁ ଯୁବା ଭଉଣୀ କʼଣ କଲେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୫ ଏବଂ ପ୍ରାର୍ଥନା