୩୦ ସେପ୍ଟେମ୍ବର–୬ ଅକ୍ଟୋବର
ଗୀତସଂହିତା ୯୦-୯୧
ଗୀତ ୧୪୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. କେବଳ ଯିହୋବାଙ୍କ ଯୋଗୁଁ ହିଁ ଆମେ ଲମ୍ବା ସମୟ ଯାଏ ବଞ୍ଚିପାରିବା
(୧୦ ମି.)
ଆମେ ଯେତେ ଚେଷ୍ଟା କଲେ ବି ସେତେ ସମୟ ହିଁ ବଞ୍ଚିପାରିବା ଯେତେ ସମୟ ମଣିଷ ବଞ୍ଚନ୍ତି (ଗୀତ ୯୦:୧୦; ସର୍ବ୧୯-ହି ସଂଖ୍ୟା ୩ ପୃ ୫ ¶୩-୫)
ଯିହୋବା ‘ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ’ (ଗୀତ ୯୦:୨; ସର୍ବ୧୯-ହି ସଂଖ୍ୟା ୧ ପୃ ୫, ବକ୍ସ)
ଯେଉଁମାନେ ଯିହୋବାଙ୍କ ଉପରେ ଭରସା କରନ୍ତି, ଯିହୋବା ସେମାନଙ୍କୁ ଅନନ୍ତ ଜୀବନ ଦେଇପାରିବେ ଓ ସେ ଏପରି ନିଶ୍ଚୟ କରିବେ (ଗୀତ ୨୧:୪; ୯୧:୧୬)
ଯିହୋବାଙ୍କ ସ୍ତରଗୁଡ଼ିକ ବିରୁଦ୍ଧରେ ଯାଇ ଏପରି କୌଣସି ଚିକିତ୍ସା ବାଛନ୍ତୁ ନାହିଁ ଯାହାଯୋଗୁଁ ତାଙ୍କ ସହିତ ଆପଣଙ୍କ ସମ୍ପର୍କ ଭାଙ୍ଗିଯିବ ।—ପ୍ର୨୨.୦୬ ପୃ ୧୮ ¶୧୬-୧୭.
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ଗୀତ ୯୧:୧୧—ସ୍ୱର୍ଗଦୂତ ଆମର ସାହାଯ୍ୟ କରନ୍ତି, ଏବିଷୟରେ ଆମେ କିପରି ଦୃଷ୍ଟିକୋଣ ରଖିବା ଉଚିତ୍ ? (ସର୍ବ୧୭-ହି ସଂଖ୍ୟା ୫ ପୃ ୫)
-
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୯୧:୧-୧୬ (ଶିଖାଇବା ଅଧ୍ୟୟନ ୧୦)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଘରମାଲିକଙ୍କୁ ବାଇବଲ ବିଷୟରେ କିଛି ବି ନ କହି ତାଙ୍କ ଆଗ୍ରହ କିମ୍ବା ଚିନ୍ତାଗୁଡ଼ିକ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଏହା ବୁଝିପାରିବେ ଯେ ବାଇବଲର ସାହାଯ୍ୟରୁ କିପରି ତାଙ୍କ ଜୀବନ ଆହୁରି ଭଲ ହୋଇପାରିବ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)
୬. ଭାଷଣ
(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୫—ବିଷୟ: ଆପଣ ପୃଥିବୀରେ ସବୁଦିନ ଯାଏ ବଞ୍ଚିପାରିବେ । (ଶିଖାଇବା ଅଧ୍ୟୟନ ୧୪)
ଗୀତ ୧୫୮
୭. ଯିହୋବାଙ୍କ ମହାନ ଧୈର୍ଯ୍ୟକୁ ବହୁମୂଲ୍ୟ ମନେକରନ୍ତୁ—ସମୟ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ
(୫ ମି.) ଆଲୋଚନା ।
ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଯଦି ଆମେ ସମୟ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବା, ତେବେ ଆମେ କିପରି ଧୈର୍ଯ୍ୟର ସହ ସେସମୟର ଅପେକ୍ଷା କରିପାରିବା ଯେବେ ତାଙ୍କ ପ୍ରତିଜ୍ଞା ପୂରା ହେବ ?
୮. ସଂଗଠନକୁ ମିଳିଥିବା ସଫଳତା
(୧୦ ମି.) ସେପ୍ଟେମ୍ବର ମାସର ଭିଡିଓ ଦେଖାନ୍ତୁ ।
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୧-ହି ଅଧ୍ୟୟନ ଲେଖା ୪ ¶୧-୭