इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୯-୧୫ ସେପ୍ଟେମ୍ବର

ଗୀତସଂହିତା ୮୨-୮୪

୯-୧୫ ସେପ୍ଟେମ୍ବର

ଗୀତ ୮୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମନ୍ଦିରର ଅଗଣାରେ ଏକ ପ୍ରକାରର ଘରଚଟିଆ ପକ୍ଷୀର ବସା ଦେଖି କୋରହଙ୍କ ଜଣେ ପୁଅର ମନରେ ଗୋଟିଏ ଇଚ୍ଛା ଉଠେ

୧. ଯିହୋବାଙ୍କ ସେବାରେ ଆପଣ ଯାହା ବି କରିପାରୁଛନ୍ତି, ତାʼପାଇଁ କୃତଜ୍ଞ ରହନ୍ତୁ

(୧୦ ମି.)

ଯିହୋବା ଆମକୁ ତାଙ୍କ ସେବା କରିବାର ଯେଉଁ ସୁଯୋଗ ଦେଇଛନ୍ତି, ଆମେ ତାʼପାଇଁ ବହୁତ କୃତଜ୍ଞ (ଗୀତ ୮୪:୧-୩; ସର୍ବ୧୬-ଇଂ ସଂଖ୍ୟା ୬ ପୃ ୮ ¶୨-୩)

ଆପଣଙ୍କୁ ଯାହା ବି ଦାୟିତ୍ୱ ମିଳିଛି, ସେଥିରେ ଖୁସି ରହନ୍ତୁ । ସେହି ଦାୟିତ୍ୱଗୁଡ଼ିକ ବିଷୟରେ ଭାବନ୍ତୁ ନାହିଁ, ଯାହା ଆପଣ ପାଇବା ପାଇଁ ଚାହୁଁଥିଲେ (ଗୀତ ୮୪:୧୦; ପ୍ର୦୮-ହି ୭/୧୫ ପୃ ୩୦-୩୧ ¶୩-୪)

ଯିହୋବା ସେସମସ୍ତଙ୍କୁ ଆଶିଷ ଦିଅନ୍ତି ଯେଉଁମାନେ ବିଶ୍ୱସ୍ତତାର ସହ ତାଙ୍କର ସେବା କରନ୍ତି (ଗୀତ ୮୪:୧୧; ପ୍ର୨୦.୦୧-ହି ପୃ ୧୭ ¶୧୨)

ଯିହୋବାଙ୍କ ସେବା ସହ ଜଡ଼ିତ ପ୍ରତ୍ୟେକ କାମ କରିବାରେ କିଛି ନା କିଛି ସମସ୍ୟା ଆସେ । କିନ୍ତୁ ଆମକୁ ସେହି କାମଗୁଡ଼ିକ କରିବାରୁ ଆଶିଷ ମଧ୍ୟ ମିଳେ । ଯଦି ଆପଣ ସେହି ଆଶିଷଗୁଡ଼ିକ ଉପରେ ଧ୍ୟାନ ଦେବେ, ତେବେ କୌଣସି କାମ କରିଲେ ମଧ୍ୟ ଆପଣଙ୍କୁ ସେଥିରୁ ଖୁସି ମିଳିବ ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୮୨:୩—ମଣ୍ଡଳୀରେ ‘ପିତୃହୀନମାନଙ୍କୁ’ ପ୍ରେମ ଦେଖାଇବା ଓ ତାଙ୍କର ଚିନ୍ତା କରିବା କେତେ ଜରୁରୀ ଅଟେ ? (ଇନସାଇଟ୍‌-୧ ପୃ ୮୧୬)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ଲୋକମାନଙ୍କର କଷ୍ଟକୁ ବୁଝନ୍ତୁ—ଯୀଶୁ କʼଣ କଲେ ?

(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. ଲୋକମାନଙ୍କର କଷ୍ଟକୁ ବୁଝନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୫୭

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୩୦ ଏବଂ ପ୍ରାର୍ଥନା