ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
କଥାବାର୍ତ୍ତା କିପରି କରିବା ?
ପ୍ରଥମ ସାକ୍ଷାତ
ପ୍ରଶ୍ନ: ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
ପଦ: ଯିଶା ୯:୬, ୭ କିମ୍ବା ମାଥି ୬:୯, ୧୦
ଆର ଥରକୁ: ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:
ପୁନଃସାକ୍ଷାତ:
ପ୍ରଶ୍ନ: ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
ପଦ: ଗୀତ ୭୨:୧୬ କିମ୍ବା ମାଥି ୧୪:୧୯, ୨୦
ଆର ଥରକୁ: ଏହି ରାଜ୍ୟ ପୃଥିବୀରେ କେବେ ଶାସନ କରିବ ?
ଗୀତସଂହିତା ୭୨:୧୬ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: