इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯେବେ ଆମ ପାଇଁ କଷ୍ଟ ସହିବା ବହୁତ କଠିନ ହୋଇଯାଏ

ଯେବେ ଆମ ପାଇଁ କଷ୍ଟ ସହିବା ବହୁତ କଠିନ ହୋଇଯାଏ

ଯେବେ ଆୟୁବ ସମସ୍ୟାର ସାମନା କରୁଥିଲେ, ତେବେ ତାଙ୍କୁ ଏପରି ଲାଗିଲା ଯେପରି ତାଙ୍କ ଜୀବନ ଦାସତ୍ୱରେ ଅଛି (ଆୟୁ ୭:୧; ପ୍ର୦୬-ହି ୩/୧୫ ପୃ ୧୪ ¶୯)

ଏତେ କିଛି ସହିବା ଯୋଗୁଁ ସେ ନିଜକୁ ରୋକି ପାରିଲେ ନାହିଁ । ତେଣୁ ସେ ନିଜ ସବୁ ଭାବନାକୁ ଖୋଲିକି କହିଦେଲେ (ଆୟୁ ୭:୧୧)

ଏପରିକି ସେ କହିଲେ ଯେ ସେ ଆଉ ବଞ୍ଚିବା ପାଇଁ ଚାହାନ୍ତି ନାହିଁ (ଆୟୁ ୭:୧୬; ପ୍ର୨୦.୧୨-ହି ପୃ ୧୬ ¶୧)

ଯଦି କେବେ ଆପଣଙ୍କୁ ଲାଗେ ଯେ ଆପଣଙ୍କ ପାଇଁ ଦୁଃଖ ସହିବା କଷ୍ଟକର ହୋଇଯାଇଛି, ତେବେ ଯିହୋବାଙ୍କୁ ହୃଦୟ ଖୋଲି ପ୍ରାର୍ଥନା କରନ୍ତୁ । ଏପରି କୌଣସି ସାଙ୍ଗକୁ ସେବିଷୟରେ କହନ୍ତୁ ଯେ ଆପଣଙ୍କ ଭାବନାକୁ ବୁଝିପାରିବେ । ତାଙ୍କୁ ଖୋଲିକି କହନ୍ତୁ ଯେ ଆପଣ କିପରି ଅନୁଭବ କରୁଛନ୍ତି । ଏହି ପଦକ୍ଷେପ ନେଲେ ଆପଣଙ୍କୁ ବହୁତ ସାନ୍ତ୍ୱନା ମିଳିପାରେ ।—ସଜା-ହି ୪/୧୨ ପୃ ୧୪-୧୫ ¶୨-୪.