इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଏଷ୍ଟରଙ୍କ ଭଳି ହୁଅନ୍ତୁ, ଭଲଭାବେ କଥାବାର୍ତ୍ତା ହୁଅନ୍ତୁ

ଏଷ୍ଟରଙ୍କ ଭଳି ହୁଅନ୍ତୁ, ଭଲଭାବେ କଥାବାର୍ତ୍ତା ହୁଅନ୍ତୁ

ଏଷ୍ଟର ନିଜ କଥା କହିବା ପାଇଁ ସଠିକ୍‌ ସମୟର ଅପେକ୍ଷା କଲେ [ଏଷ୍ଟ ୭:୨; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୧୪୦ ¶୧୫-୧୬]

ସେ ଭାବିଚିନ୍ତି ଓ ଆଦରର ସହ କଥା ହେଲେ [ଏଷ୍ଟ ୭:୩; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୧୪୦-୧୪୧ ¶୧୭]

ସେ ସତ କହିଲେ ଓ ସବୁକିଛି ସ୍ପଷ୍ଟ ଭାବେ କହିଲେ [ଏଷ୍ଟ ୭:୪; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୧୪୧ ¶୧୮-୧୯]

ନିଜକୁ ପଚାରନ୍ତୁ: ‘ମୁଁ ନିଜ ପରିବାର ଲୋକମାନଙ୍କ ସହ କଥା ହେବା ସମୟରେ କିପରି ଏଷ୍ଟରଙ୍କ ଭଳି ହୋଇପାରିବି ?’