୨୩-୨୯ ଅକ୍ଟୋବର
ଆୟୁବ ୮-୧୦
ଗୀତ ୧୦୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ଶୟତାନର କଥାରେ ଆସି ନ ଥାଉ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଆୟୁ ୯:୩୨—ଯେବେ ବାଇବଲରେ ଆମେ ଏପରି କିଛି ପଢ଼ୁ ଯାହା ଆମକୁ ବୁଝା ପଡ଼େନି, ତେବେ ଆମେ କʼଣ କରିବା ଉଚିତ୍ ? (ପ୍ର୧୦-ହି ୧୦/୧୫ ପୃ ୬-୭ ¶୧୯-୨୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଆୟୁ ୯:୨୦-୩୫ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୭)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତିକୁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଏବଂ କମ୍ ଶବ୍ଦରେ “ଏହି ପୁସ୍ତିକାରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ କʼଣ କରିବା ?” ଭାଗ ଉପରେ ଚର୍ଚ୍ଚା କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୧୬ ଏବଂ ପଏଣ୍ଟ ନଂ. ୬ ଏବଂ କିଛି ଲୋକ କହନ୍ତି (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯେଉଁମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରନ୍ତୁ”: (୧୦ ମି.) ଆଲୋଚନା ଓ ଭିଡିଓ ।
ମଣ୍ଡଳୀର ଆବଶ୍ୟକତା: (୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ର୨୧.୦୯-ହି ଅଧ୍ୟୟନ ଲେଖା ୩୫ ¶୧-୧୦
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୪ ଏବଂ ପ୍ରାର୍ଥନା