୨୫ ସେପ୍ଟେମ୍ବର—୧ ଅକ୍ଟୋବର
ଏଷ୍ଟର ୯-୧୦
ଗୀତ ୧୦୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସେ ନିଜ ଅଧିକାରର ବ୍ୟବହାର ଲୋକମାନଙ୍କ ଲାଭ ପାଇଁ କଲେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଏଷ୍ଟ ୯:୧୫, ୧୬—ଯିହୂଦୀମାନେ କାହିଁକି ଲୁଟରେ ଶତ୍ରୁମାନଙ୍କ କୌଣସି ବି ଜିନିଷ ନେଲେ ନାହିଁ ? (ପ୍ର୦୬-ହି ୩/୧ ପୃ ୧୧ ¶୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଏଷ୍ଟ ୯:୧-୧୪ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । (ଶିଖାଇବା ଅଧ୍ୟୟନ ୬)
ପୁନଃସାକ୍ଷାତ: (୫ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଏବଂ ଦେଖାନ୍ତୁ ଯେ ଆମେ ବାଇବଲ ଅଧ୍ୟୟନ କିପରି କରୁ । (ଶିଖାଇବା ଅଧ୍ୟୟନ ୧୩)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୧୨ରେ ‘ଭାବନ୍ତୁ ଓ ଶିଖନ୍ତୁ’ ଏବଂ ପଏଣ୍ଟ ନଂ. ୪ (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରାଚୀନମାନେ ଯିହୋବାଙ୍କ ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି”: (୧୫ ମି.) ଆଲୋଚନା ଏବଂ ଭିଡିଓ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୫୯ ପଏଣ୍ଟ ନଂ. ୧-୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୫୫ ଏବଂ ପ୍ରାର୍ଥନା