इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ

ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ

[ଆୟୁବ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ଶୟତାନ ଦାବି କଲା ଯେ ଆୟୁବ କେବଳ ନିଜ ସ୍ୱାର୍ଥ ପାଇଁ ହିଁ ଯିହୋବାଙ୍କୁ ପ୍ରେମ କରେ ଓ ତାଙ୍କ ସେବା କରେ (ଆୟୁ ୧:୮-୧୧; ପ୍ର୧୮.୦୨-ହି ପୃ ୬-୭ ¶୧୬-୧୭)

ଶୟତାନ ଦାବି କରେ ଯେ ଯିହୋବାଙ୍କ ପାଇଁ ଆମ ମନରେ ପ୍ରକୃତ ପ୍ରେମ ନାହିଁ (ଆୟୁ ୨:୪, ୫; ପ୍ର୧୯.୦୨-ହି ପୃ ୫ ¶୧୦)

ଯିହୋବା ଆମ ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି ଯେ ଆମେ ଶୟତାନକୁ ମିଛ ପ୍ରମାଣିତ କରୁ । (ହିତୋ ୨୭:୧୧) ଯଦିଓ ପରିସ୍ଥିତି ଭଲ ଥାଉ କିମ୍ବା ନ ଥାଉ, ଯଦି ଆମେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ତେବେ ଆମେ ପ୍ରମାଣିତ କରୁଥିବା ଯେ ଆମେ ତାଙ୍କୁ ବହୁତ ପ୍ରେମ କରୁ ।