୩୦ ଅକ୍ଟୋବର–୫ ନଭେମ୍ବର
ଆୟୁବ ୧୧-୧୨
ଗୀତ ୮୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ବୁଦ୍ଧି ପାଇବାର ତିନୋଟି ଉପାୟ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଆୟୁ ୧୨:୧୧—ଆମେ ଏହି ପଦରେ ଦିଆଯାଇଥିବା ସିଦ୍ଧାନ୍ତ କିପରି ମାନିପାରିବା ଯାହାଫଳରେ ଆମେ ଅନ୍ୟମାନଙ୍କର ଆହୁରି ଭଲଭାବେ ଶୁଣିପାରିବା ? (ପ୍ର୦୮-ହି ୧୦/୧ ପୃ ୧୯ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଆୟୁ ୧୨:୧-୨୫ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ସେହି ବ୍ୟକ୍ତିକୁ କହନ୍ତୁ ଯେ ଆମେ ଲୋକମାନଙ୍କୁ ବାଇବଲରୁ ବି ଶିଖାଉ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ରାଜ୍ୟ ଘରେ କʼଣ ହୁଏ ? ଭିଡିଓ ବିଷୟରେ କହନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୩)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୧୨: ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ବାପାମାଆମାନେ, ନିଜ ପିଲାମାନଙ୍କୁ ଈଶ୍ୱରଙ୍କଠାରୁ ବୁଦ୍ଧି ପାଇବା ପାଇଁ ସାହାଯ୍ୟ କରନ୍ତୁ”: (୧୫ ମି.) ଆଲୋଚନା ଏବଂ ଭିଡିଓ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ର୨୧.୦୯-ହି ଅଧ୍ୟୟନ ଲେଖା ୩୫ ¶୧୧-୧୮
ଶେଷ ଟିପ୍ପଣୀ (୩ ମି.)
ଗୀତ ୩ ଏବଂ ପ୍ରାର୍ଥନା