୪-୧୦ ସେପ୍ଟେମ୍ବର
ଏଷ୍ଟର ୧-୨
ଗୀତ ୧୩୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଏଷ୍ଟରଙ୍କ ଭଳି ମର୍ଯ୍ୟାଦାରେ ରହନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଏଷ୍ଟ ୨:୫—ମର୍ଦ୍ଦଖୟଙ୍କ ବିଷୟରେ ବାଇବଲରେ ଯାହା ଲେଖାଅଛି ତାହା ସତ ଅଟେ, ଏହାର କʼଣ ପ୍ରମାଣ ରହିଛି ? (ପ୍ର୨୨.୧୧ ପୃ ୩୧ ¶୩-୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଏଷ୍ଟ ୧:୧୩-୨୨ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ପ୍ରଥମ ସାକ୍ଷାତ: ରାଜ୍ୟ—ମାଥି ୬:୯, ୧୦ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧)
ଭାଷଣ: (୫ ମି.) ପ୍ର୨୦.୧୧-ହି ପୃ ୧୩-୧୪ ¶୩-୭—ବିଷୟ: ଯୀଶୁ ଓ ସ୍ୱର୍ଗଦୂତ ସାହାଯ୍ୟ କରନ୍ତି । (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୁବକଯୁବତୀମାନେ କʼଣ କହନ୍ତି ?—ରୂପ-ରଙ୍ଗ (୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ନିଜର ରୂପ-ରଙ୍ଗ ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖିବା କାହିଁକି କଠିନ ହୋଇପାରେ ?
ଏହି ମାମଲା ବିଷୟରେ ୧ ପିତର ୩:୩, ୪ ପଦରେ ଦିଆଯାଇଥିବା ସିଦ୍ଧାନ୍ତରୁ ଆମକୁ କିପରି ସାହାଯ୍ୟ ମିଳିପାରିବ ?
ସଂଗଠନକୁ ମିଳିଥିବା ସଫଳତା: (୧୦ ମି.) ସେପ୍ଟେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୫୬ ଏବଂ ଅଧିକ ବିବରଣୀ ୬ ଓ ୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୦୧ ଏବଂ ପ୍ରାର୍ଥନା