ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ପରିବାରର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଆମକୁ କିଏ ଉତ୍ତମ ପରାମର୍ଶ ଦେଇପାରିବ?
ପଦ: ୨ତୀମ ୩:୧୬
ଆର ଥରକୁ: କʼଣ ଏହି ବିଜ୍ଞାନ ଯୁଗରେ ପବିତ୍ର ଶାସ୍ତ୍ରର ପରାମର୍ଶ ଆମକୁ ସାହାଯ୍ୟ କରିପାରିବ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: କʼଣ ଏହି ବିଜ୍ଞାନ ଯୁଗରେ ପବିତ୍ର ଶାସ୍ତ୍ରର ପରାମର୍ଶ ଆମକୁ ସାହାଯ୍ୟ କରିପାରିବ?
ପଦ: ଆୟୁ ୨୬:୭
ଆର ଥରକୁ: ଈଶ୍ୱର ମନୁଷ୍ୟମାନଙ୍କ ପାଇଁ କʼଣ କରିବେ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଈଶ୍ୱର ମନୁଷ୍ୟମାନଙ୍କ ପାଇଁ କʼଣ କରିବେ?
ପଦ: ଦାନି ୨:୪୪
ଆର ଥରକୁ: ସେତେବେଳେ ପୃଥିବୀର ପରିସ୍ଥିତି କିପରି ହେବ?