୧୫-୨୧ ଜାନୁୟାରୀ
ମାଥିଉ ୬-୭
ଗୀତ ୪୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପ୍ରଥମେ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରନ୍ତୁ”: (୧୦ ମି.)
ମାଥି ୬:୧୦—ଆଦର୍ଶ ପ୍ରାର୍ଥନାର ପ୍ରଥମ ତିନୋଟି ବିନତି ମଧ୍ୟରୁ ଗୋଟିଏ ଈଶ୍ୱରଙ୍କ ରାଜ୍ୟ ଅଟେ। ଏଥିରୁ ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ (ଆମକୁ ଶିଖାଏ ପୃଷ୍ଠା ୧୭୮ ¶୧୨)
ମାଥି ୬:୨୪—ଆମେ ଈଶ୍ୱରଙ୍କର ଦାସ ହେବା ସଙ୍ଗେ ସଙ୍ଗେ ଧନସମ୍ପତ୍ତିର ଦାସ ହୋଇପାରିବା ନାହିଁ (“ଦାସ,” ଅଧ୍ୟୟନ ବାଇବଲ—ମାଥି ୬:୨୪ ଅଧ୍ୟୟନ ତଥ୍ୟ)
ମାଥି ୬:୩୩—ଯେଉଁମାନେ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକୁ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତି, ଯିହୋବା ସେମାନଙ୍କର ଆବଶ୍ୟକତା ପୂରଣ କରନ୍ତି (“ଅନ୍ୱେଷଣ କର,” “ତାହାଙ୍କ ରାଜ୍ୟ,” “ଧାର୍ମିକତା,” ଅଧ୍ୟୟନ ବାଇବଲ—ମାଥି ୬:୩୩ ଅଧ୍ୟୟନ ତଥ୍ୟ; ପ୍ର୧୬.୦୭-ହି ୧୨ ¶୧୮)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାଥି ୭:୧୨—ଆମେ ପ୍ରଚାର କରିବା ବେଳେ କଥାବାର୍ତ୍ତା କିପରି ଆରମ୍ଭ କରିବା, ତାʼର ପ୍ରସ୍ତୁତି କରିବା ସମୟରେ ଏହି ପଦକୁ କିପରି ଲାଗୁ କରିପାରିବା? (ପ୍ର୧୪-ହି ୫/୧୫ ୧୪-୧୫ ¶୧୪-୧୬)
ମାଥି ୭:୨୮, ୨୯—ଯୀଶୁ ଖ୍ରୀଷ୍ଟଙ୍କର ଶିକ୍ଷା ଲୋକଙ୍କୁ କିପରି ପ୍ରଭାବିତ କଲା? (“ଆଶ୍ଚର୍ଯ୍ୟାନ୍ୱିତ ହେଲେ,” “ତାହାଙ୍କ ଶିକ୍ଷାରେ,” “ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ,” ଅଧ୍ୟୟନ ବାଇବଲ—ମାଥି ୭:୨୮, ୨୯ ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାଥି ୬:୧-୧୮
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ପ୍ରଥମ ପୃଷ୍ଠାର ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ପ୍ରଥମ ପୃଷ୍ଠାର ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣ ଗତ ସାକ୍ଷାତରେ ଯାହାଙ୍କ ସହିତ କଥା ହୋଇଥିଲେ ସେ ଘରେ ନାହାନ୍ତି, କିନ୍ତୁ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଆପଣ ଭେଟନ୍ତି।
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୫୪
“ଚିନ୍ତା କରିବା ବନ୍ଦ କରନ୍ତୁ”: (୧୫ ମି.) ଆଲୋଚନା। ଆରମ୍ଭରେ ଯୀଶୁଙ୍କ ଜ୍ୱଳନ୍ତ ଉଦାହରଣରୁ ଶିକ୍ଷା—ପକ୍ଷୀ ଓ ପୁଷ୍ପଗୁଡ଼ିକୁ ଧ୍ୟାନ ଦେଇ ଦେଖ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ଅଧ୍ୟା. ୩୧ ¶୧-୧୨
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୧୮ ଏବଂ ପ୍ରାର୍ଥନା