इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୬-୭

ପ୍ରଥମେ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରନ୍ତୁ

ପ୍ରଥମେ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରନ୍ତୁ

ଯୀଶୁଙ୍କ ଆଦର୍ଶ ପ୍ରାର୍ଥନାରୁ ଆମେ ଶିଖୁ ଯେ ଯିହୋବାଙ୍କ ଉଦ୍ଦେଶ୍ୟ ଓ ତାହାଙ୍କ ରାଜ୍ୟ ସହ ଜଡ଼ିତ ବିଷୟଗୁଡ଼ିକୁ ଆମେ ସବୁଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍‌।

୬:୯-୧୩

  • ଈଶ୍ୱରଙ୍କ ନାମ

    ଈଶ୍ୱରଙ୍କ ରାଜ୍ୟ

    ଈଶ୍ୱରଙ୍କ ଇଚ୍ଛା

  • ପ୍ରତିଦିନର ଆହାର

    ପାପଗୁଡ଼ିକର କ୍ଷମା

    ପରୀକ୍ଷାଗୁଡ଼ିକରୁ ରକ୍ଷା

ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ ବିଷୟଗୁଡ଼ିକ ପାଇଁ ମୁଁ ପ୍ରାର୍ଥନା କରିପାରିବି, ଯେପରି—

  • ପ୍ରଚାର କାମ ଆଗକୁ ବଢ଼ୁ

  • ଅତ୍ୟାଚାର ସହୁଥିବା ଭାଇଭଉଣୀମାନଙ୍କୁ ଈଶ୍ୱର ପବିତ୍ର ଶକ୍ତି ଦେଇ ସମ୍ଭାଳନ୍ତୁ

  • ନିର୍ଦ୍ଦିଷ୍ଟ ନିର୍ମାଣ କାମ କିମ୍ବା ପ୍ରଚାର ଅଭିଯାନ ଉପରେ ଈଶ୍ୱର ଆଶିଷ ଦିଅନ୍ତୁ

  • ନେତୃତ୍ୱ ନେଉଥିବା ଭାଇମାନଙ୍କୁ ଈଶ୍ୱର ବୁଦ୍ଧି ଓ ଶକ୍ତି ଦିଅନ୍ତୁ

  • ଅନ୍ୟାନ୍ୟ ବିଷୟ