୧-୭ ଜାନୁୟାରୀ
ମାଥିଉ ୧-୩
ଗୀତ ୩୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସ୍ୱର୍ଗରାଜ୍ୟ ସନ୍ନିକଟ”: (୧୦ ମି.)
[ମାଥିଉ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]
ମାଥି ୩:୧, ୨—ବାଯ୍ତିଜକ ଯୋହନ ପ୍ରଚାର କଲେ ଯେ ସ୍ୱର୍ଗରାଜ୍ୟର ରାଜା ଖୁବ୍ ଶୀଘ୍ର ଆସିବେ (“ଘୋଷଣା କରିବା,” “ରାଜ୍ୟ,” “ସ୍ୱର୍ଗରାଜ୍ୟ,” “ସନ୍ନିକଟ,” ଅଧ୍ୟୟନ ବାଇବଲ—ମାଥି ୩:୧, ୨ ଅଧ୍ୟୟନ ତଥ୍ୟ)
ମାଥି ୩:୪—ବାଯ୍ତିଜକ ଯୋହନ ସରଳ ଜୀବନଯାପନ କରୁଥିଲେ। ସେ ନିଜ ସମ୍ପୂର୍ଣ୍ଣ ଧ୍ୟାନ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବାରେ ଲଗାଇଲେ (“ବାଯ୍ତିଜକ ଯୋହନଙ୍କର ବେଶଭୂଷା,” “ପଙ୍ଗପାଳ,” “ବନମଧୁ,” ଅଧ୍ୟୟନ ବାଇବଲ—ମାଥି ୩:୪ ଚିତ୍ର)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାଥି ୧:୩—ମାଥିଉ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀରେ ପୁରୁଷମାନଙ୍କ ନାମ ସହିତ ପାଞ୍ଚ ଜଣ ସ୍ତ୍ରୀମାନଙ୍କ ନାମ ମଧ୍ୟ ଲେଖିଲେ। ସେ ସେମାନଙ୍କ ନାମ କାହିଁକି ଲେଖିଥିବେ? (“ତାମର” ଅଧ୍ୟୟନ ବାଇବଲ—ମାଥି ୧:୩ ଅଧ୍ୟୟନ ତଥ୍ୟ)
ମାଥି ୩:୧୧—ଆମେ କିପରି ଜାଣୁ ଯେ ପାଣିରେ ସମ୍ପୂର୍ଣ୍ଣ ଭାବେ ବୁଡ଼ି ବାଯ୍ତିସ୍ମ ନେବା ହିଁ ସଠିକ୍ ଅଟେ? (“ତୁମ୍ଭମାନଙ୍କୁ . . . ବାଯ୍ତିସ୍ମ ଦେଉଅଛି,” ଅଧ୍ୟୟନ ବାଇବଲ—ମାଥି ୩:୧୧ ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାଥି ୧:୧-୧୭
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ଦେଖନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ପୃଷ୍ଠା ୪୧-୪୨ ¶୬-୭
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୧୦
ବାର୍ଷିକ ସେବା ରିପୋର୍ଟ: (୧୫ ମି.) ଜଣେ ପ୍ରାଚୀନଙ୍କ ଭାଷଣ। ବାର୍ଷିକ ସେବା ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟରୁ ମିଳିଥିବା ଚିଠି ପଢ଼ନ୍ତୁ। ତାʼପରେ, ପୂର୍ବରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍କାର ନିଅନ୍ତୁ, ଯେଉଁମାନଙ୍କୁ ଗତ ବର୍ଷ ପ୍ରଚାର ସେବାରେ ଭଲ ଅନୁଭୂତି ମିଳିଥିଲା।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ଅଧ୍ୟା. ୩୦ ¶୧୦-୧୮
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୫୦ ଏବଂ ପ୍ରାର୍ଥନା