इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧-୩

“ସ୍ୱର୍ଗରାଜ୍ୟ ସନ୍ନିକଟ”

“ସ୍ୱର୍ଗରାଜ୍ୟ ସନ୍ନିକଟ”

୩:୪

  • ଯୋହନଙ୍କ ବେଶଭୂଷାରୁ ଜଣାପଡ଼େ ଯେ ତାଙ୍କ ଜୀବନ ଅତି ସରଳ ଥିଲା। ସେ ନିଜ ସମ୍ପୂର୍ଣ୍ଣ ଧ୍ୟାନ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବାରେ ଲଗାଇଲେ

  • ଯୋହନ ଯାହା ମଧ୍ୟ ତ୍ୟାଗ କଲେ, ତାʼଠାରୁ କାହିଁ କେତେ ଅଧିକ ତାଙ୍କୁ ଆଶିଷ ମିଳିଲା। ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ପଥ ପ୍ରସ୍ତୁତ କରିବାର ତାଙ୍କୁ ମହାନ ସମ୍ମାନ ମିଳିଲା

ସରଳ ଜୀବନଯାପନ କରିବା ଦ୍ୱାରା ଆମେ ଯିହୋବାଙ୍କ ସେବାରେ ଅଧିକ କରିପାରିବା ଏବଂ ପ୍ରକୃତ ସନ୍ତୁଷ୍ଟି ପାଇବା। ଆମ ଜୀବନକୁ ସରଳ କରିବା ପାଇଁ ଆମେ . . .

  • ସ୍ଥିର କରିବା ଯେ ଆମକୁ କେଉଁ ଜିନିଷଗୁଡ଼ିକର ପ୍ରକୃତରେ ଆବଶ୍ୟକତା ରହିଛି

  • ଅଯଥା ଖର୍ଚ୍ଚ କରିବା ନାହିଁ

  • ଲେଖି ରଖିବା ଯେ ରୋଜଗାର ଅନୁସାରେ କେତେ ଖର୍ଚ୍ଚ କରିପାରିବା

  • ବ୍ୟବହାରରେ ଆସୁ ନ ଥିବା ଜିନିଷଗୁଡ଼ିକୁ ବିକ୍ରି କରିଦେବା, କାହାରିକୁ ଦେଇଦେବା କିମ୍ବା ଫିଙ୍ଗିଦେବା

  • ସମସ୍ତ ଋଣ ଶୁଝିଦେବା

  • ଚାକିରି-ବ୍ୟବସାୟରେ ଆବଶ୍ୟକତାଠାରୁ ଅଧିକ ସମୟ ଦେବା ନାହିଁ

ଯୋହନ ବନମଧୁ ଓ ପଙ୍ଗପାଳ (ଝିଣ୍ଟିକା) ଖାଉଥିଲେ

ସରଳ ଜୀବନଯାପନ କରିବା ଦ୍ୱାରା ମୁଁ ନିଜର କେଉଁ ଲକ୍ଷ୍ୟ ହାସଲ୍‌ କରିପାରିବି?