୨୨-୨୮ ଜାନୁୟାରୀ
ମାଥିଉ ୮-୯
ଗୀତ ୨୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୀଶୁ ଲୋକମାନଙ୍କୁ ପ୍ରେମ କରୁଥିଲେ”: (୧୦ ମି.)
ମାଥି ୮:୧-୩—ଯୀଶୁ ଖ୍ରୀଷ୍ଟ ଏକ କୁଷ୍ଠ ରୋଗୀ ପ୍ରତି ଅସାଧାରଣ କରୁଣା ଦେଖାଇଲେ (“ଯୀଶୁ . . . ତାହାକୁ ଛୁଇଁ କହିଲେ,” “ମୁଁ ଇଚ୍ଛା କରୁଅଛି,” ଅଧ୍ୟୟନ ବାଇବଲ—ମାଥି ୮:୩ ଅଧ୍ୟୟନ ତଥ୍ୟ)
ମାଥି ୯:୯-୧୩—ଯୀଶୁ ଏପରି ଲୋକମାନଙ୍କୁ ମଧ୍ୟ ପ୍ରେମ କରୁଥିଲେ, ଯେଉଁମାନଙ୍କୁ ଲୋକେ ତୁଚ୍ଛ ମନେ କରୁଥିଲେ (“ଭୋଜନ କରିବାକୁ ବସିବା,” “କରଗ୍ରାହୀ,” ଅଧ୍ୟୟନ ବାଇବଲ—ମାଥି ୯:୧୦ ଅଧ୍ୟୟନ ତଥ୍ୟ)
ମାଥି ୯:୩୫-୩୮—ଯୀଶୁ ଲୋକମାନଙ୍କୁ ପ୍ରେମ କରୁଥିଲେ, ତେଣୁ ସେ ଥକିଯିବା ସତ୍ତ୍ୱେ ପ୍ରଚାର କଲେ ଏବଂ ଆହୁରି ପ୍ରଚାରକ ପଠାଇବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କଲେ (“ଦୟାରେ ବିଗଳିତ ହେଲେ,” ଅଧ୍ୟୟନ ବାଇବଲ—ମାଥି ୯:୩୬ ଅଧ୍ୟୟନ ତଥ୍ୟ)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାଥି ୮:୮-୧୦—ଯୀଶୁ ଶତସେନାପତିଙ୍କୁ ଯାହା କହିଲେ, ସେଥିରୁ ଆମେ କʼଣ ଶିଖୁ? (ପ୍ର୦୨-ହି ୮/୧୫ ୧୩ ¶୧୬)
ମାଥି ୯:୧୬, ୧୭—ଯୀଶୁ ଏହି ଉଭୟ ଉଦାହରଣ ଦ୍ୱାରା କʼଣ କହିବାକୁ ଚାହୁଁଥିଲେ? [ଯୀଶୁ ହିଁ ପଥ (ଇଂରାଜୀ) ୭୦ ¶୬]
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାଥି ୮:୧-୧୭
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ପ୍ରଥମ ପୃଷ୍ଠାର ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଘରମାଲିକଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ।
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ଆପଣ ନିଜେ ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ପୃଷ୍ଠା ୪୬-୪୭ ¶୧୮-୧୯
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୧୯
ନିଶ୍ଚିତ ରୂପେ “ତାହାଙ୍କୁ ଈଶ୍ୱର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି”—ଭାଗ ୧, ଏକ ଝଲକ: (୧୫ ମି.) ଆଲୋଚନା। ମାଥିଉ ୯:୧୮-୨୫ ପଢ଼ାଯିବା ପରେ ଭିଡିଓ ଦେଖାନ୍ତୁ। ତାʼପରେ ଆଗକୁ ଥିବା ପ୍ରଶ୍ନଗୁଡ଼ିକ ପଚାରନ୍ତୁ:
ଯୀଶୁ ଜଣେ ରୋଗଗ୍ରସ୍ତା ସ୍ତ୍ରୀଲୋକ ଓ ଯାଈରସଙ୍କୁ କିପରି ସହାନୁଭୂତି ଦେଖାଇଲେ?
ଏହି ଘଟଣାଗୁଡ଼ିକ ଉପରେ ଧ୍ୟାନ ଦେବା ପରେ ଆପଣଙ୍କୁ ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ ଭବିଷ୍ୟତବାଣୀଗୁଡ଼ିକ ବିଷୟରେ କିପରି ଲାଗେ?
ଯଦି ଯୀଶୁଙ୍କ ଭଳି ଆମଠାରେ ଲୋକଙ୍କ ପାଇଁ ପ୍ରେମ ରହିବ, ତେବେ ଆମେ କʼଣ କରିବା?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ଅଧ୍ୟା. ୩୧ ¶୧୩-୨୦
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୧୩ ଏବଂ ପ୍ରାର୍ଥନା