୨୯ ଜାନୁୟାରୀ–୪ ଫେବୃୟାରୀ
ମାଥିଉ ୧୦-୧୧
ଗୀତ ୨୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୀଶୁ ଲୋକମାନଙ୍କୁ ସତେଜ କରୁଥିଲେ”: (୧୦ ମି.)
ମାଥି ୧୦:୨୯, ୩୦—ଯୀଶୁ ଖ୍ରୀଷ୍ଟ ଆମକୁ ଭରସା ଦେଇଛନ୍ତି ଯେ ଯିହୋବା ଆମ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଚିନ୍ତା କରନ୍ତି, ଏକଥା ଆମକୁ ପ୍ରକୃତରେ ସତେଜ କରେ (“ଘରଚଟିଆ,” “ଗୋଟିଏ ପଇସାରେ,” “ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି,” ଅଧ୍ୟୟନ ବାଇବଲ—ମାଥି ୧୦:୨୯, ୩୦ ଅଧ୍ୟୟନ ତଥ୍ୟ ଓ “ଘରଚଟିଆ” ଚିତ୍ର)
ମାଥି ୧୧:୨୮—ଯିହୋବାଙ୍କ ସେବା ଆମକୁ ସତେଜ କରେ (“ଭାରଗ୍ରସ୍ତ,” “ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି,” ଅଧ୍ୟୟନ ବାଇବଲ—ମାଥି ୧୧:୨୮ ଅଧ୍ୟୟନ ତଥ୍ୟ)
ମାଥି ୧୧:୨୯, ୩୦—ଯୀଶୁଙ୍କ ଅଧୀନରେ ରହିବା ଏବଂ ତାହାଙ୍କ ମାର୍ଗଦର୍ଶନ ଅନୁସାରେ ଚାଲିବା ଦ୍ୱାରା ଆମକୁ ସତେଜତା ମିଳେ (“ମୋହର ଜୁଆଳି ଆପଣା ଆପଣା ଉପରେ ଘେନ,” ଅଧ୍ୟୟନ ବାଇବଲ—ମାଥି ୧୧:୨୯ ଅଧ୍ୟୟନ ତଥ୍ୟ)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାଥି ୧୧:୨, ୩—ବାଯ୍ତିଜକ ଯୋହନ ଏହି ପ୍ରଶ୍ନ କାହିଁକି ପଚାରିଲେ? [ଯୀଶୁ ହିଁ ପଥ (ଇଂରାଜୀ) ପୃଷ୍ଠା ୯୬ ¶୨-୩]
ମାଥି ୧୧:୧୬-୧୯—ଏହି ପଦଗୁଡ଼ିକରୁ ଆମେ କʼଣ ଶିଖୁ? [ଯୀଶୁ ହିଁ ପଥ (ଇଂରାଜୀ) ପୃଷ୍ଠା ୯୮ ¶୧-୨]
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାଥି ୧୧:୧-୧୯
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ଦେଖନ୍ତୁ।
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ଆପଣ ନିଜେ ପଦ ବାଛନ୍ତୁ ଏବଂ ପରବର୍ତ୍ତୀ ସାକ୍ଷାତରେ ଆଲୋଚନା କରିବା ପାଇଁ ଏକ ପ୍ରଶ୍ନ ପଚାରନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ପୃଷ୍ଠା ୪୫-୪୬ ¶୧୫-୧୬—ବିଦ୍ୟାର୍ଥୀଙ୍କୁ ସଭାଗୁଡ଼ିକୁ ନିମନ୍ତ୍ରଣ କରନ୍ତୁ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୨୦
“ପରିଶ୍ରାନ୍ତ ଓ ଭାରଗ୍ରସ୍ତ” ଲୋକମାନଙ୍କୁ ସତେଜ କରିବା: (୧୫ ମି.) ଭିଡିଓ ଦେଖାନ୍ତୁ। ତାʼପରେ ଏହି ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ନିକଟ ଅତୀତର କେଉଁ ଘଟଣାଗୁଡ଼ିକ ଯୋଗୁଁ କିଛି ଲୋକଙ୍କୁ ସତେଜତା ଆବଶ୍ୟକ ହେଲା?
ଯିହୋବା ଓ ଯୀଶୁ ଖ୍ରୀଷ୍ଟ ସଂଗଠନ ମାଧ୍ୟମରେ ସେମାନଙ୍କୁ କିପରି ସତେଜ କଲେ?
ବାଇବଲ ପଦଗୁଡ଼ିକରୁ କିପରି ସତେଜତା ମିଳେ?
ଆମ ମଧ୍ୟରୁ ପ୍ରତ୍ୟେକେ ପରସ୍ପରକୁ କିପରି ସତେଜ କରିପାରିବା?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ଅଧ୍ୟା. ୩୧ ¶୨୧-୨୩, ୩୧୯ ପୃଷ୍ଠାର ବକ୍ସ
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୨୪ ଏବଂ ପ୍ରାର୍ଥନା