इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୦-୧୧

ଯୀଶୁ ଲୋକମାନଙ୍କୁ ସତେଜ କରୁଥିଲେ

ଯୀଶୁ ଲୋକମାନଙ୍କୁ ସତେଜ କରୁଥିଲେ

୧୧:୨୮-୩୦

“ମୋହର ଜୁଆଳି ସହଜ”

ଯୀଶୁ ଜଣେ ବଢ଼େଇ ହୋଇଥିବାରୁ ସେ ଜାଣିଥିଲେ ଯେ ଗୋଟିଏ ଭଲ ଜୁଆଳି କିପରି ତିଆରି କରାଯାଏ। ସେ ହୁଏତ ଜୁଆଳିକୁ ଆରାମଦାୟକ କରିବା ପାଇଁ ସେଥିରେ କପଡ଼ା କିମ୍ବା ଚମଡ଼ା ମଧ୍ୟ ଲଗାଉଥିଲେ। ଯେତେବେଳେ ଆମେ ବାପ୍ତିସ୍ମ ନେଇ ଯୀଶୁଙ୍କ ଶିଷ୍ୟ ହେବାର ଜୁଆଳି ଉଠାଉ, ସେତେବେଳେ ଆମେ କଠିନରୁ କଠିନ କାମ କରିବା ଏବଂ ଦାୟିତ୍ୱଗୁଡ଼ିକୁ ତୁଲାଇବା ପାଇଁ ଅଣ୍ଟା ଭିଡ଼ିଥାଉ। କିନ୍ତୁ ଏପରି କରିବା ଦ୍ୱାରା ଆମେ ସତେଜ ଅନୁଭବ କରିଥାଉ ଏବଂ ଭରପୂର ଆଶିଷ ମଧ୍ୟ ପାଇଥାଉ।

ଯେବେଠାରୁ ଆପଣ ଯୀଶୁଙ୍କ ଜୁଆଳି ଉଠାଇଛନ୍ତି, ଆପଣଙ୍କୁ କʼଣ କʼଣ ଆଶିଷ ମିଳିଛି?