इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ପରିବାରର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଆମକୁ କିଏ ଉତ୍ତମ ପରାମର୍ଶ ଦେଇପାରିବ?

ପଦ: ୨ତୀମ ୩:୧୬

ଆର ଥରକୁ: କʼଣ ଏହି ବିଜ୍ଞାନ ଯୁଗରେ ପବିତ୍ର ଶାସ୍ତ୍ରର ପରାମର୍ଶ ଆମକୁ ସାହାଯ୍ୟ କରିପାରିବ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: କʼଣ ଏହି ବିଜ୍ଞାନ ଯୁଗରେ ପବିତ୍ର ଶାସ୍ତ୍ରର ପରାମର୍ଶ ଆମକୁ ସାହାଯ୍ୟ କରିପାରିବ?

ପଦ: ଆୟୁ ୨୬:୭

ଆର ଥରକୁ: କʼଣ ବାଇବଲର ପରାମର୍ଶଗୁଡ଼ିକୁ ପାଳନ କଲେ ଆମକୁ ଲାଭ ମିଳିବ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: କʼଣ ବାଇବଲର ପରାମର୍ଶଗୁଡ଼ିକୁ ପାଳନ କଲେ ଆମକୁ ଲାଭ ମିଳିବ?

ପଦ: ହିତୋ ୧୪:୩୦

ଆର ଥରକୁ: କʼଣ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ପୂରଣ ହୋଇଛି?