इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୨-୧୮ ଫେବୃୟାରୀ

ମାଥିଉ ୧୪-୧୫

୧୨-୧୮ ଫେବୃୟାରୀ
  • ଗୀତ ୨୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • କିଛି ଲୋକଙ୍କ ହାତରେ ବହୁସଂଖ୍ୟକ ଲୋକଙ୍କୁ ଖୁଆଇବା”: (୧୦ ମି.)

    • ମାଥି ୧୪:୧୬, ୧୭—ଶିଷ୍ୟମାନଙ୍କ ପାଖରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଥିଲା (ପ୍ର୧୩-ହି ୭/୧୫ ୧୫ ¶୨)

    • ମାଥି ୧୪:୧୮, ୧୯—ଯୀଶୁ ନିଜ ଶିଷ୍ୟମାନଙ୍କ ହାତରେ ଏକ ବୃହତ୍‌ ଲୋକସମୂହକୁ ଖୁଆଇଲେ (ପ୍ର୧୩-ହି ୭/୧୫ ୧୫ ¶୩)

    • ମାଥି ୧୪:୨୦, ୨୧—ଯୀଶୁଙ୍କର ଆଶ୍ଚର୍ଯ୍ୟକର୍ମ ଯୋଗୁଁ ହଜାର ହଜାର ଲୋକଙ୍କର ଭୋକ ମେଣ୍ଟିଲା (“ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ାଅଧ୍ୟୟନ ବାଇବଲମାଥି ୧୪:୨୧ ଅଧ୍ୟୟନ ତଥ୍ୟ; ପ୍ର୧୩-ହି ୭/୧୫ ୧୫ ¶୧)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୧୫:୭-୯—ଆମେ କାହିଁକି କପଟୀ ହେବା ଉଚିତ୍‌ ନୁହେଁ? (“କପଟୀମାନେଅଧ୍ୟୟନ ବାଇବଲମାଥି ୧୫:୭ ଅଧ୍ୟୟନ ତଥ୍ୟ)

    • ମାଥି ୧୫:୨୬—ଯେତେବେଳେ ଯୀଶୁ “କୁକୁର” ଶବ୍ଦର ବ୍ୟବହାର କଲେ, ତାʼର ଅର୍ଥ କʼଣ ହୋଇଥିବ? (“ସନ୍ତାନମାନଙ୍କ . . . କୁକୁରମାନଙ୍କଅଧ୍ୟୟନ ବାଇବଲମାଥି ୧୫:୨୬ ଅଧ୍ୟୟନ ତଥ୍ୟ)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୧୫:୧-୨୦

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୫-ହି ୯/୧୫ ୧୬-୧୭ ¶୧୪-୧୭—ବିଷୟବସ୍ତୁ: ବିଶ୍ୱାସ ମଜବୁତ୍‌ କରିବା ପାଇଁ ଯୀଶୁଙ୍କ ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୧

  • ଯିହୋବାଙ୍କର ମିତ୍ର ହୁଅ—ମିତ୍ରତାର ହାତ ବଢ଼ାଅ: (୭ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ। ତାʼପରେ କିଛି ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ପଚାରନ୍ତୁ: ତୁମେ ଏପରି ଲୋକଙ୍କ ସହିତ କାହିଁକି ମିତ୍ରତା କରିବା ଉଚିତ୍‌, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି? ତୁମେ ସେମାନଙ୍କଠାରୁ କʼଣ ଶିଖିପାରିବ?

  • ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର”: (୮ ମି.) ଆଲୋଚନା। ବାପାମାଆଙ୍କ ସହିତ ମୁଁ କିପରି କଥା ହେବି? (ହିନ୍ଦୀ) ନାମକ ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୨ ¶୧-୩

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୫୧ ଏବଂ ପ୍ରାର୍ଥନା