इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୬-୧୭

ଆପଣଙ୍କ ଚିନ୍ତାଧାରା କାହାର ?

ଆପଣଙ୍କ ଚିନ୍ତାଧାରା କାହାର ?

୧୬:୨୧-୨୩

  • ଏଥିରେ କୌଣସି ସନ୍ଦେହ ନାହିଁ ଯେ ପିତର ଭଲ ଉଦ୍ଦେଶ୍ୟରେ ଯୀଶୁଙ୍କୁ ପରାମର୍ଶ ଦେଲେ, କିନ୍ତୁ ଯୀଶୁ ତୁରନ୍ତ ତାଙ୍କ ଚିନ୍ତାଧାରାକୁ ସୁଧାରିଲେ

  • ଯୀଶୁ ଜାଣିଥିଲେ ଯେ ଏହା ‘ନିଜକୁ ଦୟା କରିବାର’ ସମୟ ନ ଥିଲା। ଏପରି ନିର୍ଣ୍ଣାୟକ ସମୟରେ ସେ ନିଜ ସଂକଳ୍ପରୁ ଓହରିଯିବାର ନ ଥିଲା ଏବଂ ଶୟତାନ ତାଙ୍କଠାରୁ ଏହା ହିଁ ଚାହୁଁଥିଲା

୧୬:୨୪

ଯଦି ଆମେ ଚାହୁଁ ଯେ ଈଶ୍ୱର ଆମ ଜୀବନରେ ମାର୍ଗଦର୍ଶନ କରନ୍ତୁ, ତେବେ ଆମକୁ ଯୀଶୁ କହିଥିବା ତିନୋଟି କାମ କରିବାକୁ ହେବ। ସେମଧ୍ୟରୁ ପ୍ରତ୍ୟେକ କାମରେ କʼଣ ସାମିଲ୍‌ ରହିଛି?

  • ନିଜକୁ ଅସ୍ୱୀକାର କର

  • ନିଜ ଯାତନା ସ୍ତମ୍ଭ ଉଠାଅ

  • ଯୀଶୁଙ୍କର ଅନୁଗମନ କର