इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୬ ଫେବୃୟାରୀ–୪ ମାର୍ଚ୍ଚ

ମାଥିଉ ୧୮-୧୯

୨୬ ଫେବୃୟାରୀ–୪ ମାର୍ଚ୍ଚ
  • ଗୀତ ୫୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଧ୍ୟାନ ଦିଅନ୍ତୁ ଯେପରି ନିଜର ଓ ଅନ୍ୟର ବିଘ୍ନର କାରଣ ନ ହେବେ”: (୧୦ ମି.)

    • ମାଥି ୧୮:୬, ୭—ଆମେ ଅନ୍ୟମାନଙ୍କର ବିଘ୍ନର କାରଣ ହେବା ଉଚିତ୍‌ ନୁହେଁ (“ଗୋଟିଏ ବଡ଼ ଚକିପଥର,” “ବିଘ୍ନ,” ଅଧ୍ୟୟନ ବାଇବଲମାଥି ୧୮:୬, ୭ ଅଧ୍ୟୟନ ତଥ୍ୟ ଏବଂ “ଚକିପଥର,” “ଚକିର ଉପର ଓ ତଳ ପଥର” ଚିତ୍ର)

    • ମାଥି ୧୮:୮, ୯—ଯାହା ଆମ ପାଇଁ ବିଘ୍ନର କାରଣ ହୋଇପାରେ, ସେଗୁଡ଼ିକଠାରୁ ଆମେ ଦୂରେଇ ରହିବା ଉଚିତ୍‌ (“ଜେହିନ୍ନାଅଧ୍ୟୟନ ବାଇବଲମାଥି ୧୮:୯ ଅଧ୍ୟୟନ ତଥ୍ୟ ଓ ଶବ୍ଦାବଳୀ)

    • ମାଥି ୧୮:୧୦—ଯଦି ଆମେ କାହାରି ବିଘ୍ନର କାରଣ ହୋଇଛୁ, ତେବେ ଯିହୋବା ଏହା ଜାଣନ୍ତି (“ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତିଅଧ୍ୟୟନ ବାଇବଲମାଥି ୧୮:୧୦ ଅଧ୍ୟୟନ ତଥ୍ୟ; ପ୍ର୧୧-ହି ୪/୧ ୨୪)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୧୮:୨୧, ୨୨—ଆମେ ନିଜ ଭାଇକୁ କେତେ ଥର କ୍ଷମା କରିବା ଉଚିତ୍‌? (“ସତୁରି ଗୁଣ ସାତ ଥରଅଧ୍ୟୟନ ବାଇବଲମାଥି ୧୮:୨୨ ଅଧ୍ୟୟନ ତଥ୍ୟ)

    • ମାଥି ୧୯:୭—“ତ୍ୟାଗପତ୍ର” କାହିଁକି ଦିଆଯାଉଥିଲା? (“ତ୍ୟାଗପତ୍ରଅଧ୍ୟୟନ ବାଇବଲମାଥି ୧୯:୭ ଅଧ୍ୟୟନ ତଥ୍ୟ ଏବଂ “ତ୍ୟାଗପତ୍ର” ଚିତ୍ର)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୧୮:୧୮-୩୫

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ଆପଣ ନିଜେ ପଦ ବାଛନ୍ତୁ ଏବଂ ବାଇବଲ ଅଧ୍ୟୟନ ପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାଶନ ଦିଅନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ପୃ. ୨୬ ¶୧୮-୨୦—ଏପରି ଭାବେ ଶିଖାନ୍ତୁ ଯେପରି ବିଦ୍ୟାର୍ଥୀଙ୍କ ହୃଦୟକୁ ଛୁଇଁଯିବ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୩

  • ବାଧାର କାରଣ ହୁଅନ୍ତୁ ନାହିଁ (୨କରି ୬:୩): (୯ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ।

  • ୩ ମାର୍ଚ୍ଚରୁ ସ୍ମାରକ ଅଭିଯାନ: (୬ ମି.) ଫେବୃୟାରୀ ୨୦୧୬ର ଜୀବନ ଓ ସେବା ସଭା ପୁସ୍ତିକା, ପୃଷ୍ଠା ୮ ଉପରେ ଆଧାରିତ ଭାଷଣ। ଉପସ୍ଥିତ ସମସ୍ତଙ୍କୁ ସ୍ମାରକ ନିମନ୍ତ୍ରଣ ପତ୍ର ଦିଅନ୍ତୁ ଏବଂ ସେଥିରେ ଦିଆଯାଇଥିବା ତଥ୍ୟ ବିଷୟରେ କୁହନ୍ତୁ। ଏହା ପ୍ରତି ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରନ୍ତୁ ଯେ ବିଶେଷ ଜନଭାଷଣ ୧୯ ମାର୍ଚ୍ଚ ୨୦୧୮ର ସପ୍ତାହରେ ଦିଆଯିବ। ଭାଷଣର ବିଷୟ ହେବ, “ଯୀଶୁ ଖ୍ରୀଷ୍ଟ ପ୍ରକୃତରେ କିଏ?” ଏହା ସ୍ମାରକର ଦିନ ପାଇଁ ଲୋକଙ୍କ ହୃଦୟରେ ଉତ୍ସାହ ବଢ଼ାଇବ। ଆପଣଙ୍କ ମଣ୍ଡଳୀର ସମଗ୍ର ଅଞ୍ଚଳରେ ନିମନ୍ତ୍ରଣ ପତ୍ର ବାଣ୍ଟିବାର କʼଣ ବ୍ୟବସ୍ଥା କରାଯାଇଛି, ସେବିଷୟରେ କୁହନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୩ ¶୧-୩

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୩୭ ଏବଂ ପ୍ରାର୍ଥନା