इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୫-୧୧ ଫେବୃୟାରୀ

ମାଥିଉ ୧୨-୧୩

୫-୧୧ ଫେବୃୟାରୀ
  • ଗୀତ ୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଗହମ ଓ ବାଳୁଙ୍ଗାର ଦୃଷ୍ଟାନ୍ତ”: (୧୦ ମି.)

    • ମାଥି ୧୩:୨୪-୨୬—ଜଣେ ବ୍ୟକ୍ତି ନିଜ କ୍ଷେତରେ ଭଲ ବିହନ ବୁଣିଲେ, କିନ୍ତୁ ତାଙ୍କ ଶତ୍ରୁ ଆସି ସେହି କ୍ଷେତରେ ବାଳୁଙ୍ଗା ବୁଣିଦେଲା (ପ୍ର୧୩-ହି ୭/୧୫ ୯-୧୦ ¶୨-୩)

    • ମାଥି ୧୩:୨୭-୨୯—ଶସ୍ୟ କାଟିବାର ସମୟ ଆସିବା ପର୍ଯ୍ୟନ୍ତ ଗହମ ଓ ବାଳୁଙ୍ଗା ଏକାଠି ବଢ଼ିଲା (ପ୍ର୧୩-ହି ୭/୧୫ ୧୦ ¶୪)

    • ମାଥି ୧୩:୩୦—ଶସ୍ୟ କାଟିବା ସମୟରେ କଟାଳିମାନେ ଆଗେ ବାଳୁଙ୍ଗା ଏକାଠି କଲେ ଏବଂ ତାʼପରେ ଗହମକୁ ଅମାରରେ ସଂଗ୍ରହ କରି ରଖିଲେ (ପ୍ର୧୩-ହି ୭/୧୫ ୧୨ ¶୧୦-୧୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୧୨:୨୦—ଆମେ ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ କିପରି କରୁଣା ଦେଖାଇପାରିବା? (“ସଧୂମ ସଳିତାଅଧ୍ୟୟନ ବାଇବଲମାଥି ୧୨:୨୦ ଅଧ୍ୟୟନ ତଥ୍ୟ)

    • ମାଥି ୧୩:୨୫—ପ୍ରାଚୀନ ସମୟରେ କʼଣ ବାସ୍ତବରେ ଲୋକେ ଅନ୍ୟମାନଙ୍କ କ୍ଷେତରେ ବାଳୁଙ୍ଗା ବିହନ ବୁଣି ଦେଉଥିଲେ? (ପ୍ର୧୬.୧୦-ହି ୩୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୧୨:୧-୨୧

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ