୫-୧୧ ଫେବୃୟାରୀ
ମାଥିଉ ୧୨-୧୩
ଗୀତ ୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଗହମ ଓ ବାଳୁଙ୍ଗାର ଦୃଷ୍ଟାନ୍ତ”: (୧୦ ମି.)
ମାଥି ୧୩:୨୪-୨୬—ଜଣେ ବ୍ୟକ୍ତି ନିଜ କ୍ଷେତରେ ଭଲ ବିହନ ବୁଣିଲେ, କିନ୍ତୁ ତାଙ୍କ ଶତ୍ରୁ ଆସି ସେହି କ୍ଷେତରେ ବାଳୁଙ୍ଗା ବୁଣିଦେଲା (ପ୍ର୧୩-ହି ୭/୧୫ ୯-୧୦ ¶୨-୩)
ମାଥି ୧୩:୨୭-୨୯—ଶସ୍ୟ କାଟିବାର ସମୟ ଆସିବା ପର୍ଯ୍ୟନ୍ତ ଗହମ ଓ ବାଳୁଙ୍ଗା ଏକାଠି ବଢ଼ିଲା (ପ୍ର୧୩-ହି ୭/୧୫ ୧୦ ¶୪)
ମାଥି ୧୩:୩୦—ଶସ୍ୟ କାଟିବା ସମୟରେ କଟାଳିମାନେ ଆଗେ ବାଳୁଙ୍ଗା ଏକାଠି କଲେ ଏବଂ ତାʼପରେ ଗହମକୁ ଅମାରରେ ସଂଗ୍ରହ କରି ରଖିଲେ (ପ୍ର୧୩-ହି ୭/୧୫ ୧୨ ¶୧୦-୧୨)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାଥି ୧୨:୨୦—ଆମେ ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ କିପରି କରୁଣା ଦେଖାଇପାରିବା? (“ସଧୂମ ସଳିତା” ଅଧ୍ୟୟନ ବାଇବଲ—ମାଥି ୧୨:୨୦ ଅଧ୍ୟୟନ ତଥ୍ୟ)
ମାଥି ୧୩:୨୫—ପ୍ରାଚୀନ ସମୟରେ କʼଣ ବାସ୍ତବରେ ଲୋକେ ଅନ୍ୟମାନଙ୍କ କ୍ଷେତରେ ବାଳୁଙ୍ଗା ବିହନ ବୁଣି ଦେଉଥିଲେ? (ପ୍ର୧୬.୧୦-ହି ୩୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାଥି ୧୨:୧-୨୧
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ପୃ. ୨୨-୨୩ ¶୧୦-୧୨
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୪୪
ମଣ୍ଡଳୀର ଆବଶ୍ୟକତା: (୫ ମି.)
“ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ଏବଂ ସେଗୁଡ଼ିକରୁ ମିଳୁଥିବା ଶିକ୍ଷା”: (୧୦ ମି.) ଆଲୋଚନା। ଯଦି ଏହି ଦୃଷ୍ଟାନ୍ତଗୁଡ଼ିକ ଉପରେ ଆମେ ଧ୍ୟାନ ଦେବା, ତେବେ ପ୍ରଚାର ସେବା ପ୍ରତି ଆମର ଦୃଷ୍ଟିକୋଣ କିପରି ହେବା ଉଚିତ୍?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ଉପକ୍ରମ ଓ ପାଠ ୧ ¶୧-୪
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୧୪ ଏବଂ ପ୍ରାର୍ଥନା