इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୨-୨୩

ଶ୍ରେଷ୍ଠ ଆଜ୍ଞା ଦୁଇଟିକୁ ପାଳନ କରନ୍ତୁ

ଶ୍ରେଷ୍ଠ ଆଜ୍ଞା ଦୁଇଟିକୁ ପାଳନ କରନ୍ତୁ

୨୨:୩୬-୩୯

ଖ୍ରୀଷ୍ଟୀୟ ସଭାଗୁଡ଼ିକରେ ଉପସ୍ଥିତ ହେବା କାହିଁକି ଜରୁରୀ, ଏହାର ତିନୋଟି କାରଣ ତଳେ ଦିଆଯାଇଛି। ସେହି କାରଣଗୁଡ଼ିକର ଗୁରୁତ୍ୱ ଅନୁଯାୟୀ ସେଗୁଡ଼ିକୁ କ୍ରମାନୁସାରେ ସଜାନ୍ତୁ। ଏହା ପାଇଁ ମାଥିଉ ୨୨:୩୬-୩୯ ପଦ ଦେଖନ୍ତୁ:

  • ନିଜେ ଉତ୍ସାହିତ ହେବା ପାଇଁ

  • ଭାଇଭଉଣୀଙ୍କୁ ଉତ୍ସାହିତ କରିବା ପାଇଁ

  • ଯିହୋବାଙ୍କ ଉପାସନା କରିବା ଏବଂ ତାହାଙ୍କ ପ୍ରତି ନିଜ ପ୍ରେମ ଦେଖାଇବା ପାଇଁ

ଏପରିକି ଯେତେବେଳେ ଆମେ ଥକିଯାଉ କିମ୍ବା ଆମକୁ ଲାଗେ ଯେ ସଭାକୁ ଯାଇ ଆମର ବିଶେଷ କିଛି ଲାଭ ହେବ ନାହିଁ, ସେତେବେଳେ ମଧ୍ୟ ଆମେ ସଭାକୁ ଯିବା ପାଇଁ କାହିଁକି ଚେଷ୍ଟା କରିବା ଉଚିତ୍‌?

ଆମେ ଆଉ କେଉଁ କେଉଁ ଉପାୟରେ ଦେଖାଇପାରିବା ଯେ ଆମେ ଶ୍ରେଷ୍ଠ ଆଜ୍ଞା ଦୁଇଟିକୁ ପାଳନ କରୁ?