इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୯-୨୫ ମାର୍ଚ୍ଚ

ମାଥିଉ ୨୪

୧୯-୨୫ ମାର୍ଚ୍ଚ
  • ଗୀତ ୪୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଆଜିର ଏହି ଶେଷକାଳରେ ଜାଗି ରହନ୍ତୁ”: (୧୦ ମି.)

    • ମାଥି ୨୪:୧୨—ଅଧର୍ମ ବୃଦ୍ଧି ପାଇବା ଯୋଗୁଁ ଲୋକଙ୍କର ପ୍ରେମ ଥଣ୍ଡା ହୋଇଯିବ (ଇନସାଇଟ୍‌-୨ ୨୭୯ ¶୬)

    • ମାଥି ୨୪:୩୯—କିଛି ଲୋକ ନିଜ ସାଂସାରିକ ଜୀବନରେ ଏତେ ବ୍ୟସ୍ତ ହୋଇଯିବେ ଯେ ସେମାନେ ଜରୁରୀ ବିଷୟଗୁଡ଼ିକୁ ଆଦୌ ଧ୍ୟାନ ଦେବେ ନାହିଁ (ପ୍ର୯୯-ହି ୧୧/୧୫ ୧୯ ¶୫)

    • ମାଥି ୨୪:୪୪—ଯେଉଁ ସମୟରେ ଲୋକେ ଆଶା କରୁ ନ ଥିବେ, ସେମୟରେ ପ୍ରଭୁ ଆସିବେ [ଯୀଶୁ ହିଁ ପଥ (ଇଂରାଜୀ) ୨୫୯ ¶୫]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୨୪:୮—ଯୀଶୁଙ୍କ ଏପରି କହିବାର ଅର୍ଥ କʼଣ ଥିଲା? (“ପ୍ରସବବେଦନା,” ଅଧ୍ୟୟନ ବାଇବଲମାଥି ୨୪:୮ ଅଧ୍ୟୟନ ତଥ୍ୟ)

    • ମାଥି ୨୪:୨୦—ଯୀଶୁ ଏପରି କାହିଁକି କହିଲେ? (“ଶୀତକାଳରେ,” “ବିଶ୍ରାମବାରରେ,” ଅଧ୍ୟୟନ ବାଇବଲମାଥି ୨୪:୨୦ ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୨୪:୧-୨୨

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣ ଗତ ସାକ୍ଷାତରେ ଯାହାଙ୍କ ସହିତ କଥା ହୋଇଥିଲେ ସେ ଘରେ ନାହାନ୍ତି, କିନ୍ତୁ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଆପଣ ଭେଟନ୍ତି।

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ