इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୪

ଆଜିର ଏହି ଶେଷକାଳରେ ଜାଗି ରହନ୍ତୁ

ଆଜିର ଏହି ଶେଷକାଳରେ ଜାଗି ରହନ୍ତୁ

୨୪:୩୯

ଆଜି ଅଧିକାଂଶ ଲୋକ ସାଂସାରିକ ଜୀବନରେ ଏତେ ବ୍ୟସ୍ତ ହୋଇଯାʼନ୍ତି ଯେ ସେମାନେ ଈଶ୍ୱରଙ୍କୁ ପ୍ରାୟ ଭୁଲିଯାʼନ୍ତି। କିନ୍ତୁ ପ୍ରକୃତ ଖ୍ରୀଷ୍ଟିୟାନମାନେ ଜାଣନ୍ତି ଯେ ସେମାନଙ୍କୁ ଜାଗି ରହିବାକୁ ହେବ। ତଳେ ଦିଆଯାଇଥିବା ବିଷୟଗୁଡ଼ିକରେ ସେମାନଙ୍କ ଦୃଷ୍ଟିକୋଣ ଜଗତର ଲୋକମାନଙ୍କଠାରୁ କିପରି ଭିନ୍ନ?

  • ଉଚ୍ଚ ଶିକ୍ଷା

  • ମନୋରଞ୍ଜନ

  • ଚାକିରି-ବ୍ୟବସାୟ

  • ଧନସମ୍ପତ୍ତି