इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯୁଗାନ୍ତ ପାଖେଇ ଆସିଛି

ଯୁଗାନ୍ତ ପାଖେଇ ଆସିଛି

ଯୁଗାନ୍ତ ପାଖେଇ ଆସିଛି (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ମାଥିଉ ୨୪:୩୪ ପଦ ସହ ଜଡ଼ିତ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ।

  • “ଏସମସ୍ତ” ଶବ୍ଦଟିର ଅର୍ଥ କʼଣ?

  • ଯାତ୍ରା ପୁସ୍ତକ ୧:୬ ପଦରୁ ଆମେ “ପୁରୁଷ” ଶବ୍ଦର ଅର୍ଥ କିପରି ବୁଝିପାରୁ?

  • ଯୀଶୁ ବିଶେଷ କରି କେଉଁ ପୁରୁଷ ବିଷୟରେ କହୁଥିଲେ?

  • “ଏହି ବର୍ତ୍ତମାନ ପୁରୁଷ” କେଉଁ ଦୁଇଟି ସମୂହକୁ ନେଇ ଗଠିତ?

  • ଯୀଶୁଙ୍କ ଶବ୍ଦଗୁଡ଼ିକରୁ କିପରି ଜଣାପଡ଼େ ଯେ ଆମେ ଯୁଗାନ୍ତର ଅତି ନିକଟରେ ଅଛୁ?