इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୬ ମାର୍ଚ୍ଚ–୧ ଏପ୍ରିଲ୍‌

ମାଥିଉ ୨୫

୨୬ ମାର୍ଚ୍ଚ–୧ ଏପ୍ରିଲ୍‌
  • ଗୀତ ୩୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଜାଗ୍ରତ ଥାଅ”: (୧୦ ମି.)

    • ମାଥି ୨୫:୧-୬—ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି କନ୍ୟା ବରଙ୍କ ସହିତ ସାକ୍ଷାତ କରିବାକୁ ବାହାରିଲେ

    • ମାଥି ୨୫:୭-୧୦—ଯେତେବେଳେ ବର ଆସିଲେ, ନିର୍ବୁଦ୍ଧି କନ୍ୟାମାନେ ଉପସ୍ଥିତ ନ ଥିଲେ

    • ମାଥି ୨୫:୧୧, ୧୨—କେବଳ ସୁବୁଦ୍ଧି କନ୍ୟାମାନଙ୍କୁ ବିବାହ ଉତ୍ସବରେ ଯୋଗଦାନ କରିବାକୁ ଅନୁମତି ଦିଆଗଲା

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୨୫:୩୧-୩୩—ମେଷ ଓ ଛାଗର ଦୃଷ୍ଟାନ୍ତର ଅର୍ଥ ବୁଝାନ୍ତୁ। (ପ୍ର୧୫-ହି ୩/୧୫ ପୃ ୨୬-୨୭ ¶୭)

    • ମାଥି ୨୫:୪୦—ଆମେ ଖ୍ରୀଷ୍ଟଙ୍କ ଭ୍ରାତୃବୃନ୍ଦଙ୍କ ପ୍ରତି ବନ୍ଧୁତା ଭାବ କିପରି ଦେଖାଇପାରିବା? (ପ୍ର୦୯-ହି ୧୦/୧୫ ପୃ ୧୬ ¶୧୬-୧୮)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୨୫:୧-୨୩

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଘରମାଲିକଙ୍କୁ ସ୍ମାରକ ସଭାକୁ ନିମନ୍ତ୍ରଣ କରନ୍ତୁ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୫-ହି ୩/୧୫ ପୃ ୨୬-୨୭ ¶୭-୧୦—ବିଷୟବସ୍ତୁ: ମେଷ ଓ ଛାଗର ଦୃଷ୍ଟାନ୍ତରୁ ପ୍ରଚାର କାମର ମହତ୍ତ୍ୱ ବିଷୟରେ କିପରି ଜଣାପଡ଼େ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୧

  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ବିଦ୍ୟାର୍ଥୀମାନଙ୍କୁ ଅଧ୍ୟୟନର ପ୍ରସ୍ତୁତି କରିବା ପାଇଁ ଶିଖାଇବାରେ”: (୧୦ ମି.) ଆଲୋଚନା। ତାʼପରେ, ଭିଡିଓ ଦେଖାନ୍ତୁ, ଯେଉଁଥିରେ ଜଣେ ଭଉଣୀ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଶିଖାଉଛନ୍ତି ଯେ ଅଧ୍ୟୟନ ପାଇଁ ପ୍ରସ୍ତୁତି କିପରି କରାଯାଏ। ଭିଡିଓ ଉପରେ ଆଲୋଚନା କରନ୍ତୁ। ଭାଇଭଉଣୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଅନ୍ୟ କେଉଁ କେଉଁ ଉପାୟରେ ନିଜ ବିଦ୍ୟାର୍ଥୀଙ୍କୁ ପ୍ରସ୍ତୁତି କରିବାରେ ସାହାଯ୍ୟ କରିଛନ୍ତି।

  • ଅତିଥିମାନଙ୍କୁ ସ୍ୱାଗତ କରନ୍ତୁ: (୫ ମି.) ମାର୍ଚ୍ଚ ୨୦୧୬ର ଜୀବନ ଓ ସେବା ସଭା ପୁସ୍ତିକାରେ ଥିବା ଲେଖା ଉପରେ ଆଧାରିତ ଭାଷଣ। ୨୦୧୭ ସ୍ମାରକ ସମୟରେ ମିଳିଥିବା କିଛି ଭଲ ଅନୁଭବ କୁହନ୍ତୁ। ଆସନ୍ତା ୩୧ ମାର୍ଚ୍ଚ ଦିନ ହେବାକୁ ଯାଉଥିବା ସ୍ମାରକ ସଭା ସହ ଜଡ଼ିତ କିଛି ଜରୁରୀ ବିଷୟରେ କୁହନ୍ତୁ, ଯେପରି— ଗାଡ଼ି ରଖିବାର ଜାଗା, ହଲ୍‌ ଭିତରକୁ ଯିବା ଓ ବାହାରିବାର ବ୍ୟବସ୍ଥା ଇତ୍ୟାଦି।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୫ ¶୧-୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୯ ଏବଂ ପ୍ରାର୍ଥନା