इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୫-୧୧ ମାର୍ଚ୍ଚ

ମାଥିଉ ୨୦-୨୧

୫-୧୧ ମାର୍ଚ୍ଚ
  • ଗୀତ ୧୫୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍‌ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ”: (୧୦ ମି.)

    • ମାଥି ୨୦:୩—ଶାସ୍ତ୍ରୀ ଓ ଫାରୂଶୀମାନେ ଖୁବ୍‌ ଗର୍ବୀ ଥିଲେ। ସେମାନେ “ବଜାରରେ” ଲୋକଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିଲେ ଏବଂ ସେମାନଙ୍କଠାରୁ ନମସ୍କାର ପାଇବା ପସନ୍ଦ କରୁଥିଲେ (“ବଜାର,” ଅଧ୍ୟୟନ ବାଇବଲମାଥି ୨୦:୩ ଚିତ୍ର)

    • ମାଥି ୨୦:୨୦, ୨୧—ଦୁଇ ଜଣ ପ୍ରେରିତ ଏପରି ପଦବୀ ପାଇବା ପାଇଁ ଅନୁରୋଧ କଲେ, ଯେଉଁଥିରେ ସେମାନଙ୍କୁ ସମ୍ମାନ ଓ ଅଧିକାର ମିଳିଥାʼନ୍ତା (“ଜେବଦୀଙ୍କ ପୁତ୍ରମାନଙ୍କ ମାତା,” “ଜଣେ ଆପଣଙ୍କ ଦକ୍ଷିଣ ପାଶ୍ୱରେ ଓ ଅନ୍ୟ ଜଣେ ବାମ ପାଶ୍ୱରେ,” ଅଧ୍ୟୟନ ବାଇବଲମାଥି ୨୦:୨୦, ୨୧ ଅଧ୍ୟୟନ ତଥ୍ୟ)

    • ମାଥି ୨୦:୨୫-୨୮—ଯୀଶୁ ବୁଝାଇଲେ ଯେ ତାହାଙ୍କ ଶିଷ୍ୟମାନେ ନମ୍ର ସେବକ ହେବା ଉଚିତ୍‌ (“ସେବକ,” ଅଧ୍ୟୟନ ବାଇବଲମାଥି ୨୦:୨୬, ୨୮ ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୨୧:୯—ଲୋକସମୂହ ଉଚ୍ଚ ସ୍ୱରରେ କହିଲେ: “ହୋଶାନ୍ନା ଦାଉଦ-ସନ୍ତାନ!” ସେମାନଙ୍କ ଏପରି କହିବାର ଅର୍ଥ କʼଣ ଥିଲା? (“ହୋଶାନ୍ନା,” “ଦାଉଦ-ସନ୍ତାନ,” ଅଧ୍ୟୟନ ବାଇବଲମାଥି ୨୧:୯ ଅଧ୍ୟୟନ ତଥ୍ୟ)

    • ମାଥି ୨୧:୧୮, ୧୯—ଯୀଶୁ ଏକ ଡିମିରି ଗଛକୁ ଶୁଖିଯିବା ପାଇଁ କାହିଁକି କହିଲେ? [ଯୀଶୁ ହିଁ ପଥ (ଇଂରାଜୀ) ୨୪୪ ¶୪-୬]

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୨୦:୧-୧୯

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୧

  • ମଣ୍ଡଳୀର ଆବଶ୍ୟକତା: (୫ ମି.)

  • ସଂଗଠନକୁ ମିଳିଥିବା ସଫଳତା: (୧୦ ମି.) ମାର୍ଚ୍ଚ ମାସ ପାଇଁ ଭିଡିଓ, ସଂଗଠନକୁ ମିଳିଥିବା ସଫଳତା (ହିନ୍ଦୀ) ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୩ ¶୪-୭

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୪୮ ଏବଂ ପ୍ରାର୍ଥନା