ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ସୁଖୀ ଜୀବନଯାପନ କରିବା ପାଇଁ ଆମେ ଉତ୍ତମ ପରାମର୍ଶ କେଉଁଠାରୁ ପାଇପାରିବା?
ପଦ: ଗୀତ ୧:୧, ୨
ଆର ଥରକୁ: ଧନସମ୍ପତ୍ତି ଓ ପଇସା ପଛରେ ଗୋଡ଼ାଇବା ଦ୍ୱାରା ପରିଣାମ କʼଣ ହୁଏ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଧନସମ୍ପତ୍ତି ଓ ପଇସା ପଛରେ ଗୋଡ଼ାଇବା ଦ୍ୱାରା ପରିଣାମ କʼଣ ହୁଏ?
ପଦ: ୧ତୀମ ୬:୯, ୧୦
ଆର ଥରକୁ: ସକାରାତ୍ମକ ମନୋଭାବ ରଖିବା ଦ୍ୱାରା କʼଣ କʼଣ ଲାଭ ହୁଏ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ସକାରାତ୍ମକ ମନୋଭାବ ରଖିବା ଦ୍ୱାରା କʼଣ କʼଣ ଲାଭ ହୁଏ?
ପଦ: ହିତୋ ୧୭:୨୨
ଆର ଥରକୁ: ସମସ୍ୟାଗୁଡ଼ିକ ସତ୍ତ୍ୱେ ଏକ ପରିବାର କିପରି ଖୁସିରେ ରହିପାରିବ?