इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୧-୨

“ତୁମ୍ଭର ପାପସବୁ କ୍ଷମା କରାଗଲା”

“ତୁମ୍ଭର ପାପସବୁ କ୍ଷମା କରାଗଲା”

୨:୫-୧୨

ଏହି ଘଟଣାରୁ ଆମେ କʼଣ ଶିଖୁ?

  • ଆଦମର ଉତ୍ତରାଧିକାରୀ ଭାବରେ ମଣିଷକୁ ପାପ ମିଳିଛି, ତେଣୁ ମଣିଷ ରୋଗରେ ପଡ଼େ

  • ଯୀଶୁଙ୍କ ପାଖରେ ପାପ କ୍ଷମା କରିବାର ଅଧିକାର ଅଛି ଏବଂ ରୋଗୀମାନଙ୍କୁ ସୁସ୍ଥ କରିବାର ଶକ୍ତି ମଧ୍ୟ ରହିଛି

  • ଯୀଶୁ ନିଜ ଶାସନକାଳରେ ଅସିଦ୍ଧତା ଓ ରୋଗଗୁଡ଼ିକୁ ଚିରଦିନ ପାଇଁ ଦୂର କରିଦେବେ

ଯଦି ମୁଁ ରୋଗରେ ପଡ଼େ, ମାର୍କ ୨:୫-୧୨ ପଦରେ ଦିଆଯାଇଥିବା ଘଟଣାରୁ ମୋତେ କିପରି ସାହସ ମିଳିପାରିବ?