୩୦ ଏପ୍ରିଲ୍–୬ ମେ
ମାର୍କ ୫-୬
ଗୀତ ୧୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ଜୀବିତ କରିବାର ଶକ୍ତି ଯୀଶୁଙ୍କ ପାଖରେ ଅଛି”: (୧୦ ମି.)
ମାର୍କ ୫:୩୮—ଯେତେବେଳେ ଆମର କେହି ଆତ୍ମୀୟ ମରିଯାʼନ୍ତି, ଆମକୁ ବହୁତ ଦୁଃଖ ଲାଗେ
ମାର୍କ ୫:୩୯-୪୧—ଯେଉଁମାନେ ମୃତ୍ୟୁର ନିଦ୍ରାରେ ‘ଶୋଇପଡ଼ିଛନ୍ତି,’ ସେମାନଙ୍କୁ ଯୀଶୁ ଜୀବିତ କରିପାରିବେ (ଅଧ୍ୟୟନ ବାଇବଲ—ମାର୍କ ୫:୩୯ ଅଧ୍ୟୟନ ତଥ୍ୟ)
ମାର୍କ ୫:୪୨—ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ଯେତେବେଳେ ପୁଣିଥରେ ଜୀବିତ କରାଯିବ, ସେତେବେଳେ ଆମେ “ଅତିଶୟ ଆଚମ୍ବିତ” ହେବା [ଯୀଶୁ ହିଁ ପଥ (ଇଂରାଜୀ) ୧୧୮ ¶୬]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାର୍କ ୫:୧୯, ୨୦—ଯୀଶୁ ସାଧାରଣତଃ ତାହାଙ୍କ ଆଶ୍ଚର୍ଯ୍ୟକର୍ମ ବିଷୟରେ କାହାରିକୁ ନ ଜଣାଇବା ପାଇଁ କହୁଥିଲେ। କିନ୍ତୁ ଏଠାରେ ସେ ଅନ୍ୟମାନଙ୍କୁ ଜଣାଇବା ପାଇଁ ଲୋକଟିକୁ କାହିଁକି କହିଲେ? (ଅଧ୍ୟୟନ ବାଇବଲ—ମାର୍କ ୫:୧୯ ଅଧ୍ୟୟନ ତଥ୍ୟ)
ମାର୍କ ୬:୧୧—‘ନିଜ ପାଦଧୂଳି ଝାଡ଼ିଦେବାର’ ଅର୍ଥ କʼଣ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାର୍କ ୬:୧-୧୩
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। ଘରମାଲିକଙ୍କୁ jw.org ୱେବ୍ସାଇଟ୍ ଦେଖାନ୍ତୁ।
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ଆପଣ ନିଜେ ପଦ ବାଛନ୍ତୁ ଏବଂ ପରବର୍ତ୍ତୀ ସାକ୍ଷାତରେ ଆଲୋଚନା କରିବା ପାଇଁ ଏକ ପ୍ରଶ୍ନ ପଚାରନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୩୬ ¶୨୩-୨୪—ଏପରି ଭାବେ ଶିଖାନ୍ତୁ ଯେପରି ବିଦ୍ୟାର୍ଥୀଙ୍କ ହୃଦୟକୁ ଛୁଇଁଯିବ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୨୪
“ଶିକ୍ଷା ଉପକରଣ ବକ୍ସର କୁଶଳତାର ସହିତ ବ୍ୟବହାର କରନ୍ତୁ”: (୫ ମି.) ଆଲୋଚନା।
ଆମେ ଯିହୋବାଙ୍କ ସଂଗଠନରୁ ସାନ୍ତ୍ୱନା ପାଇଲୁ: (୧୦ ମି.) ଆଲୋଚନା। ଭିଡିଓ (ହିନ୍ଦୀ) ଦେଖାନ୍ତୁ। ତାʼପରେ ପଚାରନ୍ତୁ: ପେରା ଦମ୍ପତି ଜୀବନରେ କେଉଁ କେଉଁ ଦୁଃଖର ସାମନା କଲେ? ସେମାନେ ଏସବୁ କିପରି ସହ୍ୟ କଲେ? ସମସ୍ୟା ଆସିବା ସତ୍ତ୍ୱେ ଆମେ ଈଶ୍ୱରଙ୍କ ସେବା କାହିଁକି ଜାରି ରଖିବା ଉଚିତ୍?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୭ ¶୬-୮
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୫୪ ଏବଂ ପ୍ରାର୍ଥନା